ନେଇ ଆସିଥାଅ ଅନେକ ଅଳସ ଭେଟି ଦେବାକୁ ଦିବା ହେଉ ଅବା ରାତିରେ କିନ୍ତୁ ଫେରିବା ବେଳେ ନେଇ ଚାଲିଯାଅ ଧରାର ସବୁ କ୍ଳାନ୍ତି ନିଜ ସାଥିରେ ।
ଆଖି ମୋର କହେ ହୃଦୟର ବ୍ୟଥା ତୁମେ ବୋଧେ ଶେଷ ପ୍ରେମ ମୋର ଶେଷ ଆଶା ଆଉ ଶେଷ ସ୍ୱପ୍ନ ତୁମ ବିନା ପ୍ରିୟା ବଞ୍ଚିବାଟା ଏଠି ଲାଗେ ସତେ
ମୁଁ ଜମା ଭୁଲିବିନି ତତେ ମୋ ହୃଦୟ ରହିଲା ତୋ ପାଖରେ ଥାଉ ତୁ ଆଉ ଫେରାନା ପାରୁଚୁ ଯଦି ତୁ ଫେରିଆ ବାସ ଆଉ କିଛି ମୁଁ ଚାହେଁନା...
ମୂହୁର୍ତ୍ତ ସହିତ କେମିତି କଟିଯାଏ ସୁଖଦୁଃଖ ସମାବେଶର ଏକ ଖଟାମିଠା ସ୍ୱାଦର ଅନୋଖା ବନ୍ଧନର ସ୍ମୃତି ସେ ଅମୁଲ୍ୟ ଅନୁଭବ ହିଁ ଅଟେ ମନବଳରେ ଥିବା ସାଗରମନ୍ଥନର ଏକ ଭଟ୍ଟା-ଜୁଆରର...
କିଛିଟାଏ ଆରମ୍ଭ ଦେଖିସାରି ଶେଷ ଦେଖିବାକୁ ଆଖି ଚାହେଁନା ।
ମୃତ୍ୟୁ ପରିଭାଷା ବଦଳିଛି ଆଜି ଜୀବନ ଖେଳରେ ସିଏ ମାରେ ବାଜି ।।
ଅନ୍ଧକାର ଅରଣ୍ୟରେ ଜ୍ଞାନ ର ମଶାଲ ଜାଳି ସ୍ଵପ୍ଣହୀନ ଆକାଶରେ ଅସୁମାରୀ ଆଷାଦିଏ
ଆଲୋକର ଦେଶ ଛାଡି ଆସିଥିଲି ଜୀବନ ବଞ୍ଚିବା ପାଇଁ ଫେରିଯାଏ ପୁଣି ସେହି ଦେଶେ ମାତୃ ଆଦେଶ ପାଇ ।। ।।
ଜୀବନଟା ଏତେ ଛୋଟ କେହି ଜାଣି ବି ନାହାନ୍ତି କିଏ ଜାଣେ କାଲିର କାଥାକୁ ଆଜି ଆଉ କେବେ ଫେରି ଆସିବନି ।
ଛାଞ୍ଚୁଣିରେ - ଏଘର ପାଇଁ ମୁଁ ଦିନରାତି ହେଇ ଖଟେ କେତେ ସୁଖ ଦୁଃଖ ହାନିଲାଭ ଏଠି ଘରେ ଏଇ ଘର ପାଇଁ ସେନେହ ଦେଇ କେତେ ଲହୁ ଲୁହ...
ଆପଣଙ୍କ ମତାମତ