ଆମେ ଖଟିଖିଆ ଜାତି କେତେ କାଳ ଆଉ କାକୁତି କରିବୁ କାକର ହାତ ପାତି ?
ଗାଁ ଗଡିଆରେ ଗଗନର ଛବି ଏମିତି ଯାଉଛି ପଡ଼ି ଲାଗୁଛି ହଂସ ହଂସରାଳି ଖେଳୁଛନ୍ତି ବୁଡ଼ି ବୁଡ଼ି ...
ବାପା ; ଚାହିଁଦେଲେ ଥରେ ତେଜହୀନ ସ୍ନେହମିଶା ଚାହାଣୀରେ ଲାଗେ,ସ୍ବର୍ଗର ଐଶଯ୍ୟ ମୋ ହାତ ପାହାନ୍ତାରେ ଖସି ପଡୁଛି ଚୁନାଚୁନା ତାରାଫୁଲ ପରି ॥
'ଚୋରି', 'ହତ୍ୟା', 'ରାହାଜାନି'- ସର୍ବତ୍ର 'ଅତ୍ୟାଚାରର' 'ଦଣ୍ଡ' ତଥାପି ଆମେ ସଭିଏଁ ରାବଣ ପୋଡିବାକୁ ରୁଣ୍ଢ
ଜଙ୍ଗଲ ଆଜି ରକ୍ତାକ୍ତ ମଣିଷର ଟାଙ୍ଗିଆ ଚୋଟରେ ।
ମହୁର ଲୋଭରେ ଉଡି ମୁଁ ଚୁମ୍ୱିଲି ତୋ ଅଧର କୁସୁମ ଯେବେ ମଧୁର ଦଂଶନ ପାଇବାକୁ ତୋ'ର ଆଶା ମୁଁ ରଖିଲି ସେବେ ।
ଅଧା ଭୋକରେ ଅଧା ଭେକରେ , କବର ତଳୁ ଧସି ଯାଇଥିବା ମାଟି ମୁଠାଏ ପାଇଁ ଲଢ଼ୁଛି ତ ଲଢ଼ୁଛି ।
ଆଉ ଥରେ ଥକି ଯିବନି ଭାବି ପୁଣି ଥରେ ବାଟ ଚାଲିଲି , ମନର ବୟସ ବଢି ନ ଥିଲା ବୋଧେ , ସ୍ୱପ୍ନମାନେ ସେଠି ପାଇଁ ଦୂରେଇ ନ...
କବିତାର କଥାରେ ତ ଖସିପଡ଼େ ସରଗରୁ ଚନ୍ଦ୍ର , ସୂର୍ଯ୍ୟ, ତାରା ପାରିଜାତ ଫୁଲକଢ଼ି , ଉଚ୍ଚୈଶ୍ରବା ଅଶ୍ୱ ସହ ଐରାବତ ହସ୍ତୀ ଏବଂ ଅନନ୍ୟା ଅପ୍ସରା ।
ନିଜ ଠିକଣା ଖୋଜେ ମଟରଗାଡିରେ, ପେଟ ପାଇଁ ଚଣା ବିକୁଥିବା ସତ୍ୟମାନେ ଭାବ ବିକୁଥାନ୍ତି ବାଦାମବାଡ଼ିରେ ।
ଆପଣଙ୍କ ମତାମତ