ଗଛ ନୁହେଁ ସେ'ତ ଜୀବନର ନିଃଶୂଳକ ସଙ୍ଗୀତ ଜଣାନାହିଁ, କେତେବେଳେ .... ତା'ର ନିମର୍ମ ଅଭିଶାପେ ଲିଭିଯିବ ସକଳ ଜୀବଙ୍କ ଜୀବନର ଯଜ୍ଞକୁଣ୍ଡ ! !
ତା' ବାଲିରେ ଦେଖେ ପକ୍ଷୀଝଡା ପର କେତେ ଫୁଟେ ଫୁଲ ବାସନା ଲେଖିବା ପାଇଁକି ଭାବି ବସିଲେ ବି ଶବଦ ମୁଁ ଖୋଜି ପାଏନା ।
ସପନ ପଥଧାରେ ସୁନେଲି ସ୍ମୃତିର ବିବିଧ ବର୍ଣ୍ଣାଳୀ ଆମ ମିଳନର ଇନ୍ଦ୍ରଧନୁ ସମ ଝଲସାଏ ମୋ ନୟନ
ଚାଲିଲେ ଧାଡ଼ିବାନ୍ଧି ଗାଁରେ ସହରେ ଉଡାଇ ତ୍ରିରଙ୍ଗା ପ୍ରଭାତ ପହରେ, ସ୍ୱର୍ଣ୍ଣିମ ବର୍ଣ୍ଣଲିପିରେ ସଜା ଇତିହାସ, ଗୁଞ୍ଜରିତ ହେଲା ସଙ୍ଗୀତର ସୁରେ ସୁରେ ।
ଅଧା ଭୋକରେ ଅଧା ଭେକରେ, କବର ତଳୁ ଧସି ଯାଇଥିବା ମାଟି ମୁଠାଏ ପାଇଁ ଲଢ଼ୁଛି ତ ଲଢ଼ୁଛି ।
ନିଶାର୍ଦ୍ଧେ ଦେଖିଲି ସ୍ୱପ୍ନ ଖଣ୍ଡ ଖଣ୍ଡ ହେଲା ମୋ ମନ ପ୍ରାଚୀ ଅଖଣ୍ଡ ନିରବତାରେ ଆଜି ସନ୍ତାପର ସିନ୍ଧୁରେ ବୁଡ଼ି ମୁଁ ଚାଲିଛି...
ରାତି ଆସୁ ଆସୁ ତା' ଦେହକୁ କଣା କରି ଅମୃତ ତକ ପିଇ ଦେଇ ଶୋଇଯାଏ କଳାଘୁମର ଦୈତ୍ୟ ।
ତମର ମିଛ ମିଛ ରାଗ ଢେର୍ ସାରା ଅଭିମାନ ତମ ଓଠର ସେହି ଅମୃତବୋଳା ହସ ଆଉ ଆତ୍ମୀୟତାରେ (??) ଭର୍ ପୁର୍ ସେଇ ମାଦକ ଭରା ଚାହାଣି ।
ଦୁର୍ଲ୍ଲଭ ମାନସେ ଭିଆଣ କଲ ମାନବ ଜାତି ଅର୍ଦ୍ଧାଙ୍ଗରେ ପୁଂସ ବାମାଙ୍ଗେ ଅର୍ଦ୍ଧ ନାରୀମୂରତି !!
ନୃତ୍ୟରତ କେବେ ଗୀତ ଗୋବିନ୍ଦର ଅଭିମାନ ଭରା ଗୀତି ସାହିତ୍ୟରେ ସୋରିଷ ଫୁଲର ଜନଶୂନ୍ୟ ପଥେ କେବେ ତୁମେ ଥାଅ ସମୁଦ୍ର ପ୍ରାଙ୍ଗଣେ
ଆପଣଙ୍କ ମତାମତ