ରୂପାଜହ୍ନକୁ କରାୟତ କରିବାକୁ ଚେଷ୍ଟା କରି ବିଶାଳ ମହାକାଶର ଅସଂଖ୍ୟ ନକ୍ଷତ୍ରଙ୍କ ମେଳରେ ନିଜ ପରିଚୟ ଖୋଜି ବୁଲୁଥିବା ଅସହାୟ ମହାକାଶଚାରୀଟିଏ ଉତ୍କଳ ତା'ର ନାଁ ।
ଉଠୁ ଉଠୁ କେବେ ଯଦି ଭାଙ୍ଗି ପଡୁଥିବି ଏ ଚିନ୍ତା, ଭୟ ଓ ଆଶଙ୍କା ଗୋଟାପଣେ ରହୁଚି ଆବୋରି ।
ଠିକ୍ ସେପରି, ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ ଆହ୍ଲାଦିତ କଇଁର ନରମ ଚିବୁକ, ଏବଂ, ଚାତକର ତୃଷ୍ଣାରେ ଆକର୍ଷିତ ବାରିଧିର କେତେଗୋଟି ବିନ୍ଦୁ
ତମକୁ ଦେଖିଲେ ଏତେ ନିଜର ନିଜର ଲାଗ ହେଲେ ବି ଏ ମନକଥା କହିବାକୁ ଲାଗେ ଲାଜ ।।
କ୍ଷେତରୁ କ୍ଷେତ ଆଉ ଗାଆଁ ଠୁ ଗୋହିରୀ ସାଧବବୋହୂର ଧୂଳିଘର ସୋରିଷ କିଆରି ପାଟ, ନଇଁ ଆସେ ତା' ଉପରେ ହଜିଲା ଅତୀତ ।
ମୁଁ ଅସୁମାରୀ ଆଶାର କଳିକା ଫୁଟାଇ ମୋ ଅଗଣାର ଦୁଆର ସଜାଡ଼ି ବସିଛି. . . ହେଲେ. . . ତୁମେ ସ୍ଥିର ହୋଇ ରହିଯାଇଛ. . . ତୁମ...
ଗାଁ ନୋକେ ଛୁଟୁଛନ୍ତି ଦକ୍ଷିଣସାହିରୁ ଉତ୍ତରସାହି ଦାଣ୍ଡପିଣ୍ଡାରେ ଏକାଏକା ଦଖଣ୍ଡରାୟ !!
ଇଚ୍ଛାହୁଏ, ଆଖିଖୋଲି ଟିକେ ଦେଖିବାକୁ ଟିକେ ଛୁଇଁବାକୁ ଟିକେ ଅନୁଭବ କରିବାକୁ ତୁମକୁ, ବାହାରି ଆସି ସେ ଅନ୍ଧାରୀ ମୂଲକରୁ. . . କିନ୍ତୁ. . . !
ପରିପୂର୍ଣ୍ଣ କରୁଛି ଆମ ସଭିଁଙ୍କୁ ମନଧ୍ୟାନ ଦେଇ ଶୁଣ କିଛି ବି ସ୍ୱାର୍ଥ ନାହିଁ ସେ ହସରେ ସେ ହସ ଆମକୁ ମୋହିତ ନୁହେଁ ମୁକ୍ତ କରୁଛି
ଅନ୍ତର ଭରି ଭଲପାଏ ଯିଏ କରୁଛ ତା' ସାଥେ ଛଳନା ଟିକେ ଛୁଇଁ ଦେଇ ସପନ ଜଗାଇ ଫେରିଯାଅ କରି ବାହାନା ନିରବରେ ଖାଲି ପଡ଼ିରହେ ବେଳା ଦୁଃଖରେ ଭିଜିଯାଇ...
ଆପଣଙ୍କ ମତାମତ