ସାନ କମ୍ ପାଠରେ ମିଶାଣ ଶିଖିଛି- ବଡ଼ ବେଶି ପାଠରେ ହରଣ, ଫେଡ଼ାଣ ଏମିତି ଶିଖିଲା ଯେ ହୃଦରେ ଗାର କାଟି ଦେଲା ।
ଯେଣୁ ହଜିଗଲେ ଥରେ ଆଉ ମିଳେ ନାହିଁ ଆର ଜନମରେ ଏ ଜୀବନ ଜୀଇଁ ହୁଏ ନାହିଁ !
ତୁ ଯେବେ ଛୋଟ ଶିଶୁ ଥିଲୁ ତୋତେ କାନ୍ଦିବା ମୁଁ ଦେଖି ପାରୁନଥିଲି ଏବେ ମୁଁ ଦେଖି ପାରୁଛି ତୋର କାନ୍ଦିବା !
କବି ଲେଖେ ବସି କବିତାର ଧାଡ଼ି ଶବ୍ଦ ହୁଏନା ବୁଝି ବୁଝିଲା ଶବଦ କବିତା ଧାଡ଼ିରୁ ଗଲାଣି ତ ପରା ହଜି ସାହିତ୍ୟରେ ଆଉ ରହୁନାହିଁ ଏବେ ଦେଶ ସମାଜର...
କର୍ମକ୍ଳାନ୍ତ ଦିବସର ଶେଷ ପ୍ରହରରେ ଶାନ୍ତିର ସନ୍ଧାନରେ ଅବା ଆଶ୍ରୟର ଅନ୍ୱେଷଣରେ ସମାହିତ ସେଇ ବିହଙ୍ଗଦଳ ଏକତାର ମନ୍ତ୍ର ଗାଇ ଜଗାଇ ଦିଅନ୍ତି ମୋତେ, ସ୍ମରଣ କରାଇ ଦେଇ ବିଶ୍ୱ...
ଯୁଆନ ବଅସେ ତା' ଠେଙ୍ଗାରେ ଏତେ ଜୋର୍ ଥିଲା ଯେ ଚୌରାଳିଶ ମୌଜା କମ୍ପୁଥିଲା, ଠେଙ୍ଗାରେ ତେଲ ଘଷି ଏବେ ବି ରଖିଛି ।
ଯାଅ ଯେଉଁ ଯାତ୍ରାରେ ଦି'ଦିନର ବିଶ୍ରାମ ମିଳିବ ବୋଧହୁଏ ମା'ଭେଟ ହେବ ଅଥବା ମା'ର ସ୍ମୃତିରେ
ସାଥୀ ଯଦି ମିଳେ ନାହିଁ ଦୁଃଖ ନାହିଁ ଚାଲିବାରେ ଏକା ଏକା ଚାଲିବାଟା ପଡ଼ିଯାଏ ନିୟମରେ ମିଳି ଯଦି ହଜେ ସାଥୀ ସରେ ନାହିଁ ଲଗନ ।
ଅଦ୍ୟାପି କହନ୍ତି ଲୋକେ ଦେଖିଛନ୍ତି ବୋଲି ଥୋକେ ଶୁକ୍ରୁ ଜାନି ମୁଣ୍ଡେ ଭିଡ଼ି ଠେକା । ଧାରୁଆ ଟାଙ୍ଗିଆ ହାତେ ବୁଲୁଥାଏ ପରବତେ ବାଘ ଭୟ ଦେଇ ନାହିଁ ଦେଖା...
ତମେଇ ତ ଇପ୍ସିତ ମଣିଷ ମୋର ହୃଦୟର ଭଲ ପାଇବାର କବିତାର ଜୀବନର ଆଉ ମୋର ଅନ୍ତିମ ଦିନର ।
ଆପଣଙ୍କ ମତାମତ