ଲେଖିବାର ସ୍ପୃହା ନାହିଁ ଜାଣେନା ଏ ମନ ଲେଖି ଚାଲେ କାହା ପାଇଁ, କାଗଜର ଛାତିରେ ପ୍ରେମର ବରଷା ପାଇ ଲଟେଇଛି କବିତାର ଲମ୍ୱା ଲମ୍ୱା ଲତା ଏଇ ତ...
ଶୀତ ଝରକା ଫାଙ୍କରେ ଜହ୍ନର ପରିହାସ ପ୍ରେମ ପ୍ରଣୟର ନିରୋଳା ବିଶ୍ୱାସ ଏକୁଟିଆ ପକ୍ଷୀର ସଙ୍ଗୀତ ରାତ୍ରୀର ବଳକା ଆୟୁଷ
ତମ ଓଠ ଛୁଆଁ ପରି ଦିଶେ ଶବ୍ଦଟିଏ ଲେଖି ଦେଲେ ମନେ ହୁଏ ପ୍ରୀତି ସମ୍ଭାଷଣ, ଶବ୍ଦ ସହ ଶବ୍ଦ ଯୋଡ଼ି ଦେଲେ
ଏବେ ଜହ୍ନର ଜମିରେ ଜମି ଯାଇଚି ଜଳ ପଥର ଖୋଲରେ ବର୍ଷାପାଣି ପରି ଓସେନ୍ ସାଟେଲାଇଟ୍ ଆଖିରେ ଝୁଲିଗଲା ବିନ୍ଦୁଏ ଭରସା ଠୋପାଏ ଆଭାସ ଆକସ୍ମିକ ଅଶେଷ ଆହ୍ଲାଦ ଆଶ୍ୱାସନା...
ଅଗଣିତ ସ୍ୱପ୍ନ ଭାରରେ ନଇଁ ପଡୁଥିବା ନିରୀହ ଚାହାଁଣିକୁ ଲାଜର ଓଢ଼ଣି ତଳେ ଢାଙ୍କେ, ଥରଥର ଗୋଲାପି ଓଠ ପାଖୁଡ଼ାର କେଇ ପଦ ମିଠା କଥାରେ ମଳୟ ଲହରି ଖେଳାଏ...
ତୁ କି ଜାଣିନାହୁଁ ଫଗୁଣ ଲୋ ସତେ ତୋ ଛୁଆଁର ମିଠା ଦାଗ ତରୁତୃଣ ଜୀବ ପୁଲକିତ ହୋଇ ହେଉଥାନ୍ତି ମୋହ ଭଙ୍ଗ ଏ ବେଳେ ନିଆଁରେ ଘିଅ ଦେଲା...
ଶିରିଶିରି ଏଇ ମଳୟ ଛୁଆଁରେ ଫୁଲ ଭରା ଉପବନ ନିରବଧି ମୋର ହୃଦେ ମଳମଳ ଶୁଭେ କାର ବଂଶୀସ୍ୱନ !!
ଶତାବ୍ଦୀର ରାବଣ ମୁଁ ! ! ହୀନ, ହିଂସ୍ର କଳିଯୁଗର ଅସୁର, ସ୍ୱପ୍ନ ଅସୀମ. . . ପ୍ରାରବ୍ଧ ନର୍କ, ସ୍ୱର୍ଗ ଲିପ୍ସା ନାହିଁ ମୋର. . . ମୁଁ...
ତୁମ ଲୀଳା ଛାର ମଣିଷ ଜାଣିବ କିପରି, ଠାରରେ ହେଲ କି ଗାରରେ ହେଲ ତୁମେ ତ ପ୍ରଭୁ ସବୁଠି, ମୂକକୁ କର ମୂଖର
ସମୟ ମୋ ବିତେ କେଉଁ ପରି ଥାଏ ନିହାତି ଅଥୟ ନା ଅଥର୍ବ ପଥର ।
ଆପଣଙ୍କ ମତାମତ