ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ନୟନର ବାଡ଼ବନ୍ଧ ଡେଇଁ ବହି ଆସେ ଅଶ୍ରୁ ସ୍ରୋତ, ବାହୁନି ବାହୁନି କାନ୍ଦୁଥିବ, ଓଠ ଦୁଇକୁ ତୁନି କରିବା ଯାଏ ।
ସେଦିନ ସବୁ ଟୁପୁଟାପ୍ ହେଉଥିଲେ ଆମ ତେଲ ଲୁଣର ସଂସାର କେତେ ସୁଖରେ ଚଳୁଥିଲା କୁଆଡୁ ଆସିଲା ଏ ନିଉଛଣା ଦିନ ସବୁ ସାରିଦେଲା ହଟହଟା କଲା. . .
ସ୍ତ୍ରୀ ପାଇଁ ଗରାଖ ମୁଲେଇଲେ ରାଜି ।
ଯିଏ ଉତ୍ତର ଦେଇପାରେନା ମୁଁ ତା' ପାଇଁ ଗୋଟେ ପ୍ରଶ୍ନ । ଆଉ ଯିଏ ପାଇଯାଏ ଉତ୍ତର ମୁଁ ତା' ପାଇଁ ଅସମ୍ପୂର୍ଣ୍ଣ ।।
ଯେତିକି ପ୍ରେମ, ଭୟ ସେତିକି ମୁଁ ତଥାପି ଫେରି ଆସିବି ତା' ପାଖକୁ, ଦିନେ ସବୁକୁ ପଛ କରି ।
ବ୍ୟସ୍ତବହୁଳ ଏ ଜୀବନ ଖୋଜେ ସ୍ପର୍ଶ ଟିକେ ଖୁସିର, ଖୁସିର ସେ ସଂଜ୍ଞା ଜାଣିବାକୁ ପୁଣି ମନେଉଠେ ଝଡ଼ ଜିଜ୍ଞାସାର ।
କବିର ହୃଦୟ ଅନ୍ଧକାରମୟ ଉଲଗ୍ନ ଆତ୍ମା ଛାତି ପିଟୁଛି. . . ଚାତକ ତା'ର ପ୍ରତିଟି ପଦ୍ୟ ଅସରନ୍ତି ଅନ୍ୟ କୃଷ୍ଣ ଖୋଜୁଛି ।
ନୀଳ ନୀରାଜନେ ନୀରଧି ନନ୍ଦିନୀ ନିଳୋତ୍ପଳ ରାଜକନ୍ୟା ମୁଁ ଯେ ଅସଙ୍ଖଳା ଅସଜ ହୃଦୟେ ଅସରନ୍ତି ଅଶ୍ରୁ ବନ୍ୟା
ଆଜି ମୋ ପ୍ରିୟାର ପଣତ ଛାଇରେ ଗପିବି ବସି ମୁଁ ରାତି ଦିନ ।।
ଆପଣଙ୍କ ମତାମତ