ସାରା ଦିନ ଖଟି ଖଟି ମିଳୁନି ସମୟ ଅଝଟିଆ ଭାରି ଏଇ ତମ ଗେହ୍ଲା ପୁଅ ଲେଖେଇ ଦଉନି ଜମା ଯେତେ ବି କହୁଛି ।।
ତମକୁ ଦେଖିଲେ ଏତେ ନିଜର ନିଜର ଲାଗ ହେଲେ ବି ଏ ମନକଥା କହିବାକୁ ଲାଗେ ଲାଜ ।।
ସଜ କରିଦିଅ ମୋର ପ୍ରିୟାକୁ ଲଳିତ ମଧୁର ଅଧରରେ ହସ ଭରି ନବବଧୂ ଅଙ୍ଗକୁ ।।
ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା ଯେତେ ଦିନ ଯାଏ ଥିବ ଯାହା ହେଉ ପଛେ ମଣିଷ ଅନ୍ତରେ ପ୍ରେମ ଗଙ୍ଗା ଝରୁଥିବ ।
ଆଜି ମୋ ପ୍ରିୟାର ପଣତ ଛାଇରେ ଗପିବି ବସି ମୁଁ ରାତି ଦିନ ।।
ଲାଭ ଥିଲେ କରି ନେବେ ଅତି ନିଜର ଯେମିତିକା କ୍ଷୀର ସାଥେ ଭାବ ନୀରର ଦଗା ଦେବେ ପୁଣି ଏମିତି ବେଳରେ ଶୁଖିବନି ଆଖି ଲୁହ ।
ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା ତୋର ନୀଳ କଇଁ ଆଖି ଦେଖୁଥିବ ରାତି ରାତି ପଣତର...
ମନ ହେଲା ଚୋରା ଚଇତି ଚହଲାଇ ଦେଲା ପୀରତି ତନୁରେ ତନୁରେ ବାସ ଭରି ଦେଲା ଫୁଲ ଛୁଆଁ କରି ସତେ ଯେମିତି ।।
ଆପଣଙ୍କ ମତାମତ