ସ୍ୱାର୍ଥରେ ତିଆରି ହୋଇଛି ଦୁନିଆଁ ସ୍ୱାର୍ଥପର ଏଠି ସବୁ, ତଉଲୁ ଥିବେଟି ସୁନାରୁପା ସଙ୍ଗେ ଯେବେ ଯାଏଁ ଦେଉଥିବୁ !
ନୁହେଁ ତୁ ଅବଳା ନୁହେଁ ତୁ ଦୂର୍ବଳା ତୁହି ଜଗତ ପାଳିନୀ, ଏ ପୁରୁଷ ଜାତି ଭାବୁ ଅଛି ତୋତେ ତାହାର ଅଙ୍କଶାୟିନୀ, ଦୁର୍ଗା-କାଳୀ ବେଶ ଧାରଣ କରିକି ଦାନବେ...
ମୁଁ ନୀରବରେ ହଜିଯା'ନ୍ତି... ତୁମରି ଭିତରେ, ଆଉଥରେ ସପନରେ ହଜିଯା'ନ୍ତେ ଆମେ ଦୁହେଁ ।
ପରସ୍ପର ପ୍ରୀତି ଭରି ରହିଥିଲା କେତେ ସୁମଧୁର କଥା ସପନ ହେଲାଣି ସାଙ୍ଗସାଥି ମେଳ ଭାବି ଲାଗେ ଭାରି ବ୍ୟଥା ।
ନାରୀ ଟିଏ ମୁଁ ନାରୀ ଟିଏ ସେହି ସମାଜର ନାରୀ ଟିଏ।
ଶିଶୁକୁ କିଛି ବିପଦ ପଡ଼ିଲେ କାହାକୁ ଛାଡେନି ସେ ଭଲେ ନିଜର ଅସୁବିଧା ଅନ୍ୟକୁ ଜାଣିବାକୁ ଦିଏନି
ଅବହେଳା ହୋଇଯିବ କାମ ସରିଗଲେ ଯେମିତି ହୁଅନ୍ତି ଆଜି ବୃଦ୍ଧାଶ୍ରମେ ହାଏ ।
ହେଲେ ମୋ ପାଇଁ ଯୁଦ୍ଧ ଲଢ଼ିବ କିଏ ମୁଁ ବା ପୁରୁଷ ....କଣ କହି ବୁଲିବି ନାରୀ ଟିଏ କରିଛି ମୋ ବିଶ୍ୱାସର ବସ୍ତ୍ର ହରଣ ମୋ କଥା ଶୁଣିବ...
କେତେ ଯେ ଝିଅଟି ନେହୁରା ହୋଇଛି ରାକ୍ଷସ ମାନଙ୍କ ସାମ୍ନାରେ ଛାଡି ଦିଅ ମତେ ଭଉଣୀ ଭାବିକି ଭଗବାନ ଦେବେ କ୍ଷମାରେ ।
ମୁଁ ବି ଏକ ଝିଅ ହେଇ ଦୁନିଆ କୁ ଆସିଛି । ଝିଅ ହେଇ ଜନ୍ମ ହେବା ଦୁନିଆ ପାପ ବୋଲି କହୁଛି ।
ଆପଣଙ୍କ ମତାମତ