ରାଧା କୃଷ୍ଣଙ୍କ ପ୍ରେମ ବନ୍ଧନ ଚିର ଅମର !
ଜୀବନର ଏଇ ପୀଡା ଆଉ କେତେ ସହିବି ମୁଁ? କଷ୍ଟ-ଦୁଃଖର ଏଇ ଛବି ଆଉ କେତେ ଦେଖିବି ମୁଁ?
ରାଜଧାନୀରେ ରାତି ନଥାଏ, ନଥାଏ ନିଜର ପର, କେହି ଜଣେ ଝୁଣ୍ଟି ପଡ଼ିଲେ ଓଃ କହିବାକୁ ନଥାନ୍ତି କେହି ତାର,
କି ଲୋଡ଼ିବି ଧନ, କି ଲୋଡିବି ମାନ ଗୁରୁପାଦ ନଦୀରେ କରିବି ସ୍ନାନ...
ଭିଡ଼ ଠାରୁ ଟିକିଏ ଦୂରରେ ଠିଆ ମୁଁ ଏକା, କୁନି ଛୁଆଟିଏ, ଭିଡକୁ ଦୂରରୁ ଟୁକ୍ ଟୁକ୍ ଦେଖୁଛି, ଭିଡକୁ ଡର ଲାଗେ, କାଳେ ହଜି ଯିବି,
ରିମ୍ ଝିମ୍ ତାତି ମାତେ ଦୁହିଁ ଙ୍କ ଦେହେ ଧକ୍ ଧକ୍ ହୃଦୟ ନିବିଡ଼ତାର ଛୁଆଁ ଚାହେଁ
ନିଜକୁ ଏ ଘଞ୍ଚ ଅରଣ୍ୟରୁ ତୋଳି ନେବି ମରୁଭୂମିର ବାଲୁକା ମଧ୍ୟକୁ....
ଅନ୍ୟର ଖୁସି ଜଳ ଜଳ ଦିଶେ, ବେଳେବେଳେ ଜଳାଏ ଦିହକୁ,
ତାପମାତ୍ରା ହୋଇ କୁହୁଳେଇବାକୁ, ନହେଲେ କୁଆପଥର ମାଡ଼ରେ କ୍ଷତାକୁ କରିବାକୁ
ବୋଉ , ଶୂନ୍ୟ ଜୀବନରେ , ମମତାର ପୂର୍ଣ୍ଣତା ତୁ ।
ଆପଣଙ୍କ ମତାମତ