ପ୍ରଦ୍ୱୀପ ପରି ଅନ୍ତର ମନକୁ ପ୍ରଜ୍ୱଳିତ କଲ, ସେ ତେଜରେ ପ୍ରବାହିତ ହେଲା ଆଶାର କିରଣ
କେମିତି ବଞ୍ଚେଇବି କୁହ ଏ ଘନ ଘୋର କାଳେ ତମର ସେ ପ୍ରିୟ ପ୍ରେମପତ୍ର
ଭ୍ରମର ଗାଏନି ତୁଛେ ପ୍ରୀତିର ଗୁଞ୍ଜନ ମଧୁ ଭ୍ରମେ ଫୁଲେ ଫୁଲେ ଦିଏ ସେ ଚୁମ୍ବନ
ଅଯାଚିତ ଗଳ୍ପଠୁ ଦୂରରେ ରହେ; ଗଳ୍ପ ସରେନା କି ଗଳ୍ପକୁ ଛାଡ଼େନା ଖଟି
ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା
ଆଖି ଫୁଟିଲାଣି ବୋଉ ମୋ କହୁଛି ବାଟକୁ ସେ ଅଛି ଚାହିଁ । କରଜ ଶୁଝିବା ଆଶାରେ ପଡ଼ିଛି ଘରକୁ ଯେ ଫେରୁ ନାହିଁ ॥
ମେଲାଇବାକୁ ଡେଣା ଆଉ ସହିବାକୁ ଉଡ଼ିବା ର ଅଦମନୀୟ , ଅପୂରଣୀୟ ଇଚ୍ଛା ର ଜ୍ଵଳନ
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି, କାଲି ଶିଖିଥିଲି ' ଅ' ଆଜି 'ଆ' ର ପାଳି, ଲେଖା ଆଉ ପଢ଼ା କରିଦେଲେ ଭଲକରି, ମାମୁଁ ଆଣିଦେବେ ଖେଳଣା ଭଳିକି...
ସୂରୁଯ ଉଆଁରେ ନାଲି ମୁରୁଜରେ ପୂରୁବ ଦିଗ ହସେ, ନୂଆଁ ଜୀବନର ଧାରା ବହି ଚାଲେ ପ୍ରଭୂଙ୍କ ଆଶୀଷ ଆଶେ ।।
ଆପଣଙ୍କ ମତାମତ