ସକାଳରୁ ସଞ୍ଜଯାଏ ଅନିର୍ଦ୍ଦିଷ୍ଟ ପଥ ଦେଇ ତାକୁ ଘୂରିବାକୁ ହୁଏ ସେଇଥିପାଇଁ ତ କେନ୍ଦ୍ରଟା ତାର ଏପଟ ସେପଟ ହୋଇ ତାକୁ, ଦୋହଲାଉଥାଏ ।
କହକି ନ କହ ତାରେ ମୁହେଁଇ ଦେବ ଜାଳା ଓ ଜାଳେଣି ତୋରି ଚୂଲ୍ଲୀରେ ନିଆଁ, ପାଉଁଶର ଖେଳ ଖେଳିଯିବ ରକତ ମାଉଁସେ ।
ମତେ ଆଉ ଏକ ବଡ଼ ଅନୁଭବର ସନ୍ଧାନରେ ଛାଡ଼ି ଏହା ନିଶ୍ଚିତ ଯିଏ ବଡ଼ ଅନୁଭବ ନପାଇ ସବୁ ଜାଣନ୍ତି
ଚେତା ଫେରିବା ବେଳକୁ କବିତା ହସୁଥିଲା- କହିଲା ମୋ ବାହାଘରକୁ ଆସିବ ।
ଆଲୋକିତ କଲି କୁଟୀର କାହାର ପୁଣି କାର ଚଲାପଥ ବାସର ଘର ମୁଁ ନିରବେ ଜଳିଲି କବି ପାଇଁ ହେଲି ଗୀତ ଭକତର ଲାଗି ମିନତି କଲି ମୁଁ ଦେବତା...
ଖାଲି ମାଟି ନୁହେଁ ଭିଜେ ରାତି ଭିଜେ ମୋର ପ୍ରତିଟି ସପନ ବରଷାରେ ଶ୍ରାବଣର ମେଘ ସିନା ପୋଛିଦିଏ ଯନ୍ତ୍ରଣା ମାଟିର ହେଲେ ବିନ୍ଦୁଟିଏ ବରଷେନା ମୋ ମନର ନିଆଁରେ...
ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା' କରିବି ବୋଲି ଟେବୁଲ୍ ପିଟିଲେ କ'ଣ ହେବ...
ଦେହର ତାତି ଉଠଇ ମାତି ଘନେଇ ଉଠେ ଉତ୍କଟ ବ୍ୟାଧି ଜାବୁଡ଼ି ଧରେ ହୃଦୟ ତନ୍ତ୍ରୀ ଅପହରେ ତା' ପ୍ରତିଟି ଗତି ମଗଜ ଘର କୀଟରେ ଚୂର୍ଣ୍ଣ ଚିନ୍ତା, ଚୈତନ୍ୟ...
ବାୟସ ସକଳ କରି କା' କା' ରବ ଉଡ଼ି ବୁଲି ଚତୁର୍ଦ୍ଦିଗେ କରନ୍ତି ପ୍ରଚାର ଉଠ ଉଠି ସର୍ବେ ପରା ହେଲାଣି ସକାଳ ହେଉ କର୍କଶ ଶବଦ କରେ ଉପକାର...
ମନରେ ମୋ ଆଶା ଭରିଦିଏ ଅଣ୍ଟା ସଳଖି ଚାଲିବାର କଳା ଟିକକ ଶିଖାଏ ମୋ ଲୁହକୁ ପିଇ ନିଏ
ଆପଣଙ୍କ ମତାମତ