କବିତା

ମାମୁଙ୍କର ନାମ

ଜହ୍ନ ମାମୁଙ୍କର କେତେଗୋଟି ନାମ
କିଏ ଅବା ଅଛ ଜାଣି ?
ମନେ ରଖ ତେବେ କୁନି କୁନି ମୋର
ସ୍ନେହର ଭାଇ ଭଉଣୀ ।

ମାମୁଙ୍କର ନାମ

ଜହ୍ନ ମାମୁଙ୍କର କେତେଗୋଟି ନାମ
କିଏ ଅବା ଅଛ ଜାଣି ?
ମନେ ରଖ ତେବେ କୁନି କୁନି ମୋର
ସ୍ନେହର ଭାଇ ଭଉଣୀ ।

ଚନ୍ଦ୍ରମା, ସୁଧାଂଶୁ, ନିଶାପତି, ସୋମ,
ଚନ୍ଦ୍ର, ଇନ୍ଦୁ, ଶଶଧର,
ହିମାଂଶୁ, ଶୁଭ୍ରାଂଶୁ, କୁମୁଦ, ବାନ୍ଧବ ,
କଳାନିଧି, କ୍ଷପା କର ।

ଓଷଧୀଶ, ଅବ୍‌ଜ , ବିଧୁ, ଜୈବାତୃକ,
ଗ୍ମୌ, ମୄଗାଙ୍ଗ, ଦ୍ଵିଜରାଜ ,
ନିଶାକର, ନକ୍ଷତ୍ରେଶ, ଚାନ୍ଦ ହରି,
ଶାଶାଙ୍କ ; ହୃଦୟେ ହେଜ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top