ଦେଖାଗଲା ଗାଁ ଗାଁ କୀର୍ତ୍ତନ କଲାବେଳେ ଅଇଁଠାରେ ହାତ ଥାଏ କରତାଳରେ ବନ୍ଦ, ଆଉ ଆଖି ଥାଏ ଆଖପାଖର ଗାଈ ଗୋରୁଙ୍କ ଉପରେ
ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।
ଢାଉଁ ଢାଉଁ ବାଜଇ ଢୋଲ, ବାହାରେ ଚିକ୍କଣ ଭିତରେ ପୋଲ । ନିଜର ଅତ୍ୟଧିକ ସରଳତାକୁ ହିଁ ଦାୟୀ କରି ବାଡ଼େଇ କଚାଡ଼ି ହେଉଥାନ୍ତି । ମଝି ଦରିଆରେ ଭସେଇ...
ଆନନ୍ଦ ପାଇବା ପାଇଁ କିଛି ସୁ ସାହିତ୍ୟ ଧର୍ମଗ୍ରନ୍ଥ ଅଧ୍ୟୟନ କର । ସେଥିରୁ ଯାହା ନୀତି ଶିକ୍ଷା ମିଳୁଛି, ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିଦିଅ ।
ସମ୍ପ୍ରତି ବହୁ ବ୍ୟକ୍ତି ହିନ୍ଦୁଧର୍ମ ତ୍ୟାଗ କରି ଖ୍ରୀଷ୍ଟିଆନ୍ ହେଉଛନ୍ତି । ଏହାର ଏକମାତ୍ର କାରଣ ହେଉଛି ସେମାନେ ଧର୍ମର ପ୍ରକୃତ ତତ୍ତ୍ୱକୁ ବୁଝୁନାହାନ୍ତି । ସେମାନେ ପ୍ରଲୋଭନର ଶିକାର...
ତୋ ଭଲି ଲମ୍ପଟଟାଏ ଯେତେବେଳେ ନଶ୍ୱର ଶରୀର, ଭାସ୍ୱର ଆତ୍ମା ଭଳି ଟପିକ୍ ଉପରେ ଭାଷଣ ଦିଏ, ମନେ ହୁଏ ବିରାଡ଼ି ବୈଷ୍ଣବ ଉପାଧିଟା ତୋ ପାଇଁ ହିଁ ଉପଯୁକ୍ତ...
"ନା, ଇଏ ମୋ ଉପାର୍ଜିତ ପଇସା । ସ୍କୁଲ୍ ଛାଡ଼ିବା ଦିନରୁ ବାପା ମତେ ଆଉ ହାତ ଖର୍ଚ୍ଚ ଦିଅନ୍ତିନି । ଜମା ମିଛ କହୁନି । ବାପାଙ୍କୁ ପଚାରନ୍ତୁ...
ଆମ ଗାଁ ଦୀନା ଗୋସାଇଁ ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ ଦି'ଟଙ୍କିଆ ଚାଉଳ ମିଳିବା ଦିନୁ ଛାଡ଼ି ଦେଲାଣି ଧାନଚାଷ ।
ଝୁପୁରୁ ଝୁପୁରୁ ବରଷା ଝରେ ବାଦଲ ଛାତି ଚିରି । ପୂବେଇ କୋଣୁ ଶୀତଳ ବାଆ ବହୁଛି ଶିରି ଶିରି ।।
ତଥାପି ତାଙ୍କର ଆଶା ଥିଲା, ତା' ପ୍ରତି ତାଙ୍କ ପିତୃ ହୃଦୟରେ ସଞ୍ଚିତ ଥିବା ସ୍ନେହ, ଶ୍ରଦ୍ଧା, ଶୁଭକାମନା କଥା ମନରେ ହେଜି ଅଜୟ ଘରକୁ ଫେରିଆସିବ ।
ଆପଣଙ୍କ ମତାମତ