ଯେଉଁଠି ସଳଖି ଠିଆ ହୋଇପାରିବାର ଦମ୍ଭ ଖୋଜୁଥିଲି ସେଇଟା ଥିଲା ଚୋରାବାଲି !
୧୯୨୨ ମସିହା ଗୟା କଂଗ୍ରେସ ଅଧିବେଶନରେ ବ୍ୟବସ୍ଥା ସଭାରେ ପ୍ରକାଶ କରିବା ସମ୍ପର୍କରେ ମତଭେଦ ହୋଇ ପରିବର୍ତ୍ତନବାଦୀ ନେତା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱରାଜ ଦଳ...
ତାଙ୍କର ଦୁର୍ଭାଗ୍ୟ ଓ ଦୁର୍ଭୋଗ ପାଇଁ ସମସ୍ତେ ତାଙ୍କୁ ଦାୟୀ କରୁଥିବା ସମୟରେ ଏକମାତ୍ର ଦମୟନ୍ତୀ ହିଁ ତାଙ୍କ ଉପରେ ବିଶ୍ୱାସ ଦୃଢ଼ ରଖିଥିଲେ ।
ଉଠ, ଦି'ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।
ସମ୍ପର୍କର ସବୁ ମାଟି ଓଦା ହେଲା ଲୁହରେ ଲହୁରେ ବୀଜରୁ ବୃକ୍ଷ ହୋଇ କେନା ମେଲିଲା ମେଲିଗଲା ଡାଳପତ୍ର କଢ଼ଫୁଲ ସ୍ନେହ ମମତାର ରାଶିରାଶି ଫଳ ବି ।
ପକେଟ୍ରେ ରଖୁଥିବା ବିସ୍କୁଟ୍, ପାଟିରେ ଖାଉଥିବା ପାନ ସାତ ପ୍ରାଣୀ କୁଟୁମ୍ୱ ଭିତରେ ତୁମର ନା ଫେରିବ ସାହାରା ଦେବ ଆହାର ତୁମ ଅପେକ୍ଷାରେ କି ! ଆନନ୍ଦ କି...
ଯଦି ତୁମେ ବିଦାୟ ତ କୁହ ଜାଣେ ମୁଁ, ଆଖିରୁ ମୋ ଲୁହ ଝରିଯିବ ହୁଏତ ମରି ଯାଇପାରେ କାରଣ ମୋର ହୃଦୟଟା କାଠର ତ ନୁହେଁ ମୋ ପ୍ରେମରେ...
ଦୁନିଆ ଆଖିରେ ମାଟି କଣ୍ଢେଇ ମୁଁ ମା ତୋ ଆଖିରେ କିଶ ? ସରଗର ପରୀ ତୁହି ଅପସରୀ ଆଜି ସଜୁ ମୋ ଝିଅ ବେଶ ।।
ଖାଲି ହାତ ନୁହେଁ ଏବେ ଏବେ ଗୋଡ ଆଉ ଦେହକୁ ବି ଦେଖିଲା, ତା'ର ପୁରା ଦେହ ଥରୁ ଥିଲା । ଖରାଦିନେ କୁକୁର ନାଳ ପାଣିରେ ଶୋଇ ଜିଭ...
ଆପଣଙ୍କ ମତାମତ