ମନର ଭାବକୁ କଲମ ମୁନରେ କାଗଜେ ଫୁଟାଇ ଦେଇ ଠିକଣା ଲେଖିଲେ ଠିକଣା ଜାଗାରେ ପହଞ୍ଚାଏ କିଏ ନେଇ ??
କି ରୋଗର ପୋକ ଏମାନେ ଧରି ବୁଲୁଛନ୍ତି ଯେ ୟା'କୁ କାମୁଡ଼ି ମଶା ଆମକୁ କାମୁଡୁଛି । ରୋଗ ଡିଆଁଉଛି । ଆମ ଗାଁର କେତେ ନା କେତେ ଛୁଆ...
କେତେ ସହଜ ରେ, ସବୁ କିଛି ବଦଳି ଯାଏ ଏଠି, ସମୟର ପବନରେ, ଜୀବନର ବାଲି ସବୁ, ଏଇଠୁ ଉଡି ଯାଏ, ପୁଣି ଏକ ନୁଆ ଜାଗାରେ, ଜମା ହୋଇ...
ଆସୁଅଛି ଜୁନ୍ ପାଞ୍ଚ ପରିବେଶ ଦିନ ଆମ ପରିବେଶ ଛବି ନହେଉ ମଳିନ ।
ସେ କହିଥିଲେ, ପୁଅ ତୁମେ ଏକ ଅବିବାହିତ ତରୁଣ ଆଉ ରୁହ ଏହିପରି ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ ଜୀବନର ଶେଷ ଦିନ ଯାଏଁ ।
ମୋତେ ଫିଟିବାକୁ ଛାଡିଦିଅ ଏକାନ୍ତରେ ମୋର ହୋଇ ଜିଇଁବାକୁ ମତେ ଛାଡିଦେଲେ କେତେବେଳେ
କହି ଦେଉନ ମତେ ମୁଁ ଖେଳନ୍ତି ତୁମ ସାଥେ, ଲୁଚକାଳି ଖେଳ, ଆଜି ବି ଜୀବନର ଅପରାହ୍ନରେ ଚାଲୁ ଚାଲୁ, ବାରମ୍ବାର ଝୁଣ୍ଟି ମୁଁ ପଡୁଛି ।
ଓଢ଼ଣାର ହୁମାର ଓ ଗାମ୍ଭିର୍ଯ୍ୟକୁ ଯଦି ଆଜି ସଭ୍ୟ ଶିକ୍ଷିତ ଏକବିଂଶ ଶତାବ୍ଦୀର ନାରୀ ପୁଙ୍ଖାନୁପୁଙ୍ଖ ଭାବରେ ପର୍ଯ୍ୟବେକ୍ଷଣ କରି ନିର୍ଣ୍ଣୟାତ୍ମକ ଭୂମିକା ଗ୍ରହଣ କରନ୍ତା ତା'ହେଲେ ଏପରି ସମାଜର...
କୁକୁଡା ହେଉକି ସୁଧାର ଗାଈଟି ଶାବକ ପାଇଁ ସିଂହ ବିପଦ ଦେଖିଲେ ଶିଶୁର ଲଢଇ ଯେହ୍ନେ ଅସ୍ତ୍ର ଅମୋଘ ।
ଭାଇ ର ଯେତେକ ପୁରୁଣା ପୋଷାକ ପିନ୍ଧି ମୁଁ ଚଳେଇ ନେବି ତୋ ପୁରୁଣା ଶାଢୀ ପିନ୍ଧି ନେବି ମା କେବେ ଅଳି ମୁଁ ନ କରିବି ।।
ଆପଣଙ୍କ ମତାମତ