କେବେ କି ହୁଏନା ମନ, ଧରି ନେବାକୁ ତୁମର ସେ କରାଳ କାଳିକାର ରୂପ ଅବା ଦୁର୍ଗା, ଦୂର୍ଗତୀ ନାଶିନୀର ଅବତାର?
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଦିନଥିଲା ଯେବେ ହସୁଥିଲି ମୁହିଁ ସବୁଜ ପତର ରଙ୍ଗେ ପବନରେ ହସି ଦୋଳି ଖେଳିଖେଳି କି ସୁନ୍ଦର ଚାରୁ ଢଙ୍ଗେ ।
ଶେଷରେ ତମେମାନେ ଆମ ଭାଷାଟାକୁ ବି ଛାଡିଲନି । ଯଦି ବା କଲ ଲଘୁ ଭାଷା କରିଥାନ୍ତ, ସିଧାସଳଖ ଶାସ୍ତ୍ରୀୟ ଭାଷା କରି ଦେଲ ? କିଏ ଏଇନା ତାକୁ...
ଅଙ୍ଗାରକାମ୍ଳ ମାଡିବସିଥାଏ, ଅମ୍ଳଜାନର ସ୍ଥାନ ଅକାଳ ବାର୍ଦ୍ଧକ୍ୟ ନେଇଯାଏ, ନୀରିହ ଯୌବନ ୧
ବାରିଦ ଅସରେ ଯାଇଛି ବରଷି ଜୀବର ପରାଣେ ଶିତଳ ପରଶି ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ । ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ...
ଏଇ ଦେଖ ! ଘୁଗୁନି ବେପାରର ମୂଳଦୁଆ ପକେଇଥିବା ଷଡ଼ାନନରେ କିନ୍ତୁ ନାହାନ୍ତି ହେଲେ ଘୁଗୁନି ବେପାର ଅଛି ।
ପାହାନ୍ତି ପହର ସ୍ୱପ୍ନ ସତହୁଏ ତୁମେ କହିଥିଲ ସବୁକିଛି ଏବେ ବି ସ୍ପଷ୍ଟ ମୋ ମାନସ ପଟ୍ଟରେ ଏତେ ବର୍ଷ ଏତେ ମାସ ଏତେ ଦିନ ଲିଭାଇ ପାରିନି ।
ବିଜୟର ସ୍ମାରକୀ ରୂପେ ରାଜା ନରସିଂହଦେବ କୋଣାର୍କଠାରେ ସୂର୍ଯ୍ୟମନ୍ଦିର ନିର୍ମାଣ କରି ତା' ସହିତ ଜଣେ ଯୋଦ୍ଧା ପାଇକ ଅଶ୍ୱଟିକୁ ଧାରଣ କରି ସଦର୍ପରେ ଦଣ୍ଡାୟମାନ ହୋଇଥିବାର ମୂର୍ତ୍ତି ସଂଯୋଗ...
ଆପଣଙ୍କ ମତାମତ