ପଥରଟେ ପରି ସବୁକୁ ସହି ଯାଉଛି ହେଲେ କିନ୍ତୁ ପଥରରୁ ରୁଧିର ଝରେ କିଏ ବୁଝିବ ମୋ ମନ କଥା ।
ଫୁଲ ହସୁଥିଲେ ଜଗତ ଯେ ହସେ ବୁଝି କେ ପାରିବ ପ୍ରଭୂଙ୍କ କଥା ଏତେ ସୁନ୍ଦର କି କରି ଗଢିଲେ ଯେ ଗାଉ ଥାଏ ସଦା ତାଙ୍କରି ଗାଥା ।।
ତୃତୀୟ ବର୍ଷାରେ ଖୁବ ଭିଜିଲି... ସେଇ ସ୍ମୃତି ସବୁକୁ ଧୋଇ ଦେବା ପାଇଁ ।।
ବୋହି ଯାଉଥାଏ, କଙ୍କାଳସାର କଳା ପିଚ୍ପିଚ୍ ଦେହରୁ ତାଙ୍କର ପାଣି ସୁଅପରି ରକ୍ତ. . . ଝାଳ ହୋଇ ରାସ୍ତାକଡ଼ର ଲୋଚାକୋଚା ଡ୍ରମ୍ରେ ତରଳୁଥିବା ଡହ ଡହ ପିଚୁପରି ।
ତାଙ୍କ ଗୁଣ ଚିତ୍ରଣର ଆକାଂକ୍ଷାରେ ହୃଦୟ ଅଭ୍ୟନ୍ତରର ସବୁ ଅନୁଭବକୁ ଅତି ଯତ୍ନରେ ସାଉଁଟିଲା- କୌଣସି ବିଶେଷଣର ସାମର୍ଥ୍ୟନାହିଁ ତାଙ୍କ ଗୁଣକୁ ପ୍ରକାଶ କରିବାର । ସେହି ନିର୍ଗୁଣଙ୍କ ଉଦ୍ଦେଶ୍ୟରେ...
ସଦ୍ୟ ସ୍ୱାମୀହରା ରାଧାଦେବୀ ପୁଅମାନଙ୍କ ଏଭଳି କାର୍ଯ୍ୟକଳାପରେ ଯାହା ବାୟାଣୀଙ୍କ ଭଳି ହେଉଥାନ୍ତି । ଲାଗୁଥିଲା ସେମାନେ ନିଜ ଘରକୁ ଲୁଟ୍ପାଟ୍ କରୁଛନ୍ତି, ଚୋରି କରୁଛନ୍ତି ।
ସବୁ ମଣିଷକୁ ଭଲ ପାଇବାଟା ଯେମିତି ସହଜ ନୁହେଁ ସବୁ ପଥରକୁ ଦେବତା କରିବା ସେମିତି ସହଜ ନୁହେଁ ।।
ଗାଁଟା ଯାକ ଭାରି ଅଳିଆ ସହରଟା କାଳେ ଭାରି ବଢ଼ିଆ ।
ରଙ୍ଗ ଢାଙ୍କି ସୁବର୍ଣ୍ଣର ମୋହଗ୍ରସ୍ତ ଆଖି ଓ ଆଶାରେ-ମନ ଭୁଲାଇଲା ଜହ୍ନ ଓ ସମୁଦ୍ର ପରି ମାୟାରେ ମୋହିଲା ।
ସେ ଦିନରୁ ସମୟ ତ ଚାଲୁଛି ଅବିରାମ ଭାବେ, କିଏ ବା ଚାଲୁଛି ତା' ସହ ତାଳ ଦେଇ । ତଥାପି ମନକୁ ତା' ବୁଝିବାକୁ ହେବ, ସେ ନିଷ୍ଠୁର...
ଆପଣଙ୍କ ମତାମତ