ଚାଲ ଚାଲିଯିବା ଅତି ପିଲା ଦିନକୁ ଯେବେଠାରୁ ହେତୁ ଅଛି ଆମେ କ'ଣ ଭାବୁଥିଲୁ ଆମେ କ'ଣ ଜାଣୁଥିଲୁ କ'ଣ କରୁଛୁ ବୋଲି ?
ରୋଗ ଶୋକ ଦୁଖ ହଜିଯିବେ ଦୁନିଆରୁ ଦୂସପ୍ନ ସାଜି ମୋର ବୋଲି ଦାବିକରି କେହି ମାରିବେନି ବାଜି ............
ବଳକା ବିନ୍ଦୁ ବିନ୍ଦୁ ପାଣି ଲୁହହୋଇ ଝରୁଥାଏ ଡାଳପତ୍ର ଆଖିରୁ ସ୍ମୃତିରେ ସ୍ମୃତିରେ ତମେ ଗଲା ପରେ ।
ସମୟ ଚକ୍ରରେ ସବୁ ବଦଳି ଯାଇଛି, ସେ ଚାରିଚାରିଟା ଚାକିରି ବଦଳାଇ ଶେଷରେ ବେରୋଜଗାରିଆ ହେଇ ଘରେ ବସିଛି , ଆଉ କୀର୍ତ୍ତି ଉପରେ ହାତ ଖର୍ଚ ପାଇଁ ତାକୁ...
ବେଳେ ବେଳେ ଚୁପ୍ ହୋଇ ଯାଉଥିଲି, ଅସମ୍ଭବ ଭାବେ ଗୁମ୍ସୁମ୍, କାଳେ ପୁଣି ଏକ ଝଡ଼ ଆସିବ, ଏକୁଟିଆ ସାମ୍ନା କରିବାକୁ ଡରିଯିବି ।।
ଇଏ କେଉଁ ପବିତ୍ର ଭୂଇଁ ? ଯେ ସତୀ ସାଧ୍ୱୀ ସୀତାଙ୍କୁ ଲୋକାପବାଦ ଆଉ ରାଜଧର୍ମର ହାୟରେ. . . ବାରବାର, କରିବାକୁ ପଡ଼େ ଉଦଗ୍ର ଅଗ୍ନିସ୍ନାନ ।।
ନାଥ ସମ୍ପ୍ରଦାୟ ଗୋଟିଏ ଧର୍ମୀୟ ପନ୍ଥା ହୋଇଥିବାରୁ ଏମାନେ କୌଣସି ଋଷିଙ୍କର ବଂଶଧର ନୁହଁନ୍ତି ।
ଆଲୋ ମାଆ ! ଯେଉଁ ଘରେ ଏତେ ଅଭାବ ଅନଟନ ରହିଛି, ଯାହାକି ସେ ଘରର କୂଳବଧୂ ଆଜି ସହରର ଜନାକୀର୍ଣ୍ଣ ରାଜରାସ୍ତାରେ ଯାଇ ଚାକିରୀ ନ କଲେ ଅର୍ଥାତ୍...
"ଜୟ ଜବାନ୍, ଜୟ କିଷାନ୍" ନାରା ଛଡ଼ା ମୋ ଅସ୍ତିତ୍ୱ, ସମ୍ମାନ କେଉଁଠି ଆଜି ଖୋଜି ପାଉନି, ଦାରିଦ୍ର୍ୟ ମୋ ଅଲୋଡ଼ା ଅତିଥି ସାଜିଛି ଯିବାର କେବେ ନାଁ ନେଉ...
ସବୁ ଚିନ୍ତା ଭିତରକୁ ପଶି ଆସୁଚି ସିମାନୀର ସେଇ ଧମକ- "ମା'କୁ କହିଦେବି ।"
ଆପଣଙ୍କ ମତାମତ