ସଭା ପ୍ରାରମ୍ଭରେ ଦେଶାତ୍ମବୋଧ ସଂଗୀତ ଛାଡ଼ି ଓଡ଼ିଆ ଲଘୁସଂଗୀତଟିକୁ କାହିଁକି ଯେ ଗାନ କଲେ ଜଣାପଡୁ ନଥାଏ । ମୁଁ ଭାବିଲି ବିଶୁବାବୁ ଜଣେ ପେଷାଦାର ଗାୟକ ନୁହଁନ୍ତି, ତେଣୁ...
ମୁଁ ଗୋପୀମାନଙ୍କ ପଛେ ପଛେ ଚାଲିଥାଏ ଯେପରିକି ସେମାନଙ୍କ ଚରଣର ଧୂଳି ଉଡ଼ି ମୋ ଉପରେ ପଡ଼ିବ ଓ ମୁଁ ପବିତ୍ର ହୋଇ ଯିବି ।
ଏବେ କମ୍ପାନୀବାଲା ହକାରିଲେଣି ତୋ ଦେହକୁ ତାଡ଼ି ବସିବ ତତଲା ଲୁହା କାରଖାନା ଗଦା ଗଦା ପାଉଁଶ ଭକ୍ଭକ୍ ଧୂଆଁ ଭିତରେ ବାଞ୍ଝ ହେବ ତୋ ବେଉଷଣ ମାଟି ।
ପଢ଼ିବା ପାଠ ଲଗାଇ ମନ ନ କରି ବହି ଅପରିଚ୍ଛନ୍ନ କରିବେ ସ୍ନେହ ସପରିଜନ ଗୁରୁଜୀ ଗୁରୁମା କହିବେ ଧନ ବଢ଼ିଆ ପିଲା ରଖିବ ଦେଶ ନାଁ ।।
ପୋଡ଼ି ଯାଇଥିବା ତିଅଣରେ ଆଉ ସ୍ୱାଦ ନ ଥାଏ । ଆଉ କେତେ ଦିନ ଏ ସ୍ୱାଦହୀନ ବ୍ୟଞ୍ଜନ ଖାଇ କୌଣସି ମତେ ବଞ୍ଚି ରହିବା ପାଇଁ ଚାହୁଁଛ ।
ମୋ ଧ୍ୟାନ ଭଗ୍ନ ହେଲା ମୁଁ ଫେରି ଚାହିଁଲା ବେଳକୁ ଆଖି ଖୋଲି ସାତ ରଙ୍ଗରେ ଭରିଥିଲା ମୋ ଚତୁଃପାର୍ଶ୍ୱ ।
ଅଭ୍ୟର୍ଥନା କମିଟିର ସଭ୍ୟ ସଂଗ୍ରହ ସାଙ୍ଗେ ସାଙ୍ଗେ ସ୍ୱେଚ୍ଛାସେବକ ବାହିନୀଙ୍କୁ ଶ୍ରୀମତୀ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ତାଲିମ ଦେବା କାର୍ଯ୍ୟରେ ଲାଗିଥିଲେ ।
ସେମାନଙ୍କ ବର୍ବରତା! କୋଉ ସୀମାକୁ ଚାହିଁଛ ! ସତ ମଣିଷମାନେ ଧର୍ମ ବଦଳାଇଲେଣି !
ସାରା ଜୀବନ ତ ସ୍ୱାମୀକୁ କାଠ କଣ୍ଢେଇ ପରି ନଚାଇଲେ । ସେ କାହୁଁ ବୁଝିବେ ସ୍ତ୍ରୀ ପଣିଆ ? ଝିଅକୁ ବି ତ ସେଇ କୁବୁଦ୍ଧି ଦେବେ ନା?
ଯଦି ତୁ ମତେ ଦୁଇ କଲେଜର ଜେନେସିସ୍ ଠିକ୍ ଭାବରେ କହି ଶୁଣାଇବୁ ତେବେ ମୁଁ ତୋ ମତାମତକୁ ସମ୍ନାନ ଦେବି । ନଚେତ୍ ମନେ ରଖ ତତେ ମୋ...
ଆପଣଙ୍କ ମତାମତ