ହ୍ୟାଲୋ ! ଟିକେ ଜୋର୍ରେ କୁହ, ତମ କଥା ଅସ୍ପଷ୍ଟ ଅସ୍ପଷ୍ଟ ।। ଏ ପୃଥିବୀରେ ସମସ୍ତଙ୍କୁ ଏକା ଏକା ଏକା ଫେରିବାକୁ ହୁଏ ଏକଥା ମୋ ଗୁରୁଙ୍କ ବଚନ...
ତମ ବିନା ପୃଥିବୀକୁ ଭଲ ପାଇବାଟା ମିଛ ମିଛ- ନା ଅଛି ହୃଦୟ, ନା ମନ ନା କିଛି ଅନନ୍ୟ ଆତ୍ମୀୟତା ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।
ମଞ୍ଚରେ ବାବାଜୀ ବେଶରେ ବୁଲୁଛି ମାୟା ରାବଣ । ହାତରେ କମଣ୍ଡୁଳ । ମୁହଁରେ ଦାଢି ଭର୍ତ୍ତି । ସୀତା ମାତାଙ୍କୁ ହରଣ କରିବା ପାଇଁ ପହଞ୍ଚି ଯାଇଛି କୁଡିଆ...
ଆଖିରେ ଧୂଳି ଟିକେ ପଡ଼ିଗଲେ ଉଷୁମ ଲୁଗା କାନିକୁ କେହି ମାଡ଼ି ଦେଉନି ଦୁଇ ଆଖିରେ ।
ଅବୋଲକରା ମନ୍ତ୍ରମୁଗ୍ଧ ଭଳି ଇନ୍ଦ୍ରଧନୁ ଉପରେ ଗୋଡ଼ ଦବାକୁ ଯାଉଥିଲା, ଲାଜରେ ସେ ଜିଭ କାମୁଡ଼ିଲା । ପାହାଡ଼ପୁରୀରୁ ଅବତରଣ ଶେଷ ହେବାଯାଏଁ ସେ ସେମିତି ଜିଭ କାମୁଡ଼ି ରହିଥିଲା...
ଭାଇ ବାହା ହେଇ, ଚାକିରିକରି, ତା' ଜାଗାକୁ ନେଇଯିବ ଭାଉଜଙ୍କୁ । ଆମ ସମାଜରେ ଏମିତି ଘଟୁଛି । ବାପା ବୋଉ ବୁଢ଼ାବୁଢ଼ୀ ହେଇସାରିଥିବେ । ତାଙ୍କୁ ସେବା ଟିକେ...
ମୁଁ ତ ସେହିକଥା ପଚାରିବାକୁ ଯାଉଥିଲି, କିନ୍ତୁ ଭରସିପାରୁ ନ ଥିଲି, ନିଶି । ତୁମର ଏ ବିକଳ ଚେହେରାରେ ମୋ ପ୍ରାଣ ଯେତେଦୂର ବ୍ୟଥିତ, ତୁମେ ତାହା କାହୁଁ...
ତାଙ୍କର ଏ ପରିବାର ଉପରେ ମାୟା ନଥିଲେ ନିଜେ ମରି ଆମକୁ ଦେଢ଼ ଲକ୍ଷ ଦେଇନଥାନ୍ତେ ।
ପେସ୍କାର ଆଉ ମୁକ୍ତାର ବାବୁଙ୍କ ମାଆମାନଙ୍କର ଖୁବ୍ ମନ ମିଳେ । ତାହା ତ ମିଳିବ, ଦୁହେଁ ଏକ- ବୟସୀ, ପୁଣି ବୁଢ଼ୀ ।
ମଶାଣିରେ ପିଲା ଜନ୍ମ କରି ଡାହାଣୀକୁ ଡରିଲେ ହବ କି ! କିଛି ଦୂରଗଲା ପରେ ଦେଖିଲୁ ସରୁ ନଈଟିଏ ବହିଯାଉଚି ।
ଆପଣଙ୍କ ମତାମତ