କବିତା

ଦୀପଟିଏ

Bibhuprasad Parida's odia poem Deepatie

ନାରୀଟିଏ
କନ୍ୟା ଭ୍ରୁଣଟିକୁ ମାରେ
ନାରୀଟିଏ
ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।

ଦୀପଟିଏ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦୀପଟିଏ
ଜଳିବା ଆଗରୁ ଲିଭିଯାଏ
ଦୀପଟିଏ
ଜଳି ଜଳି ମରୁଥାଇ ।। ।।

ନାରୀଟିଏ
କନ୍ୟା ଭ୍ରୁଣଟିକୁ ମାରେ
ନାରୀଟିଏ
ଭ୍ରୁଣର ଜୀବନ ପାଇଁ ଜୀବନ ହାରେ ।। ।।

ମା’ଟିଏ
ବୁଝେନି ମା ମା ମନ ବ୍ୟଥା
ମା’ଟିଏ
ବୁଝିଛି ଭ୍ରୁଣ ର ଅକୁହା କଥା ।। ।।

ଭ୍ରୁଣଟିଏ
ଜନମ ପୂର୍ବରୁ ଅନ୍ତରେ ମରେ
ଭ୍ରୁଣଟିଏ
ଇଶ୍ଵର ନିକଟକୁ ଫେରେ ।। ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top