ଷାଠିଏ ପଉଠି ନିତି ରନ୍ଧା ହୁଏ ତୁମରି ବଡ ଦେଉଳେ ଶବରୀ ଅଇଁଠା ଖିଆ ନାମ ଟାକୁ କିଆଁ ବିଶ୍ୱ ଏଠି ବୋଲେ ?
ମଣିଷ ବୁଝୁନି ଜଳ ହିଁ ଜୀବନ ! ହୃଦୟର ରଙ୍ଗ ଲାଲ ହୁଏ ଢେଉ ଢେଉକା ଖେଳେ ନିଶ୍ୱାସ ପ୍ରଶ୍ୱାସରେ ତିଆରି କରେ ବଞ୍ଚିବାର ଯେତେସବୁ ନିଗୁଢ଼ ସମ୍ପର୍କ ।
ଶଳା ! ଭାଗା ସମ୍ନାରେ ମୁହଁ କାଢୁଛୁ ? ଜାଣିଛୁ ମୋତେ, ଠିଆ ଠିଆ ଚିରିଦେବି !
ତମ ପାଇଁ ମୋର ସବୁ ସ୍ୱପ୍ନ, ଅସୁମାର ଆଶାସବୁର ମରୀଚିକାକୁ ଜୁଇରେ ଜଳେଇ ମୁଁ ଏବେ ଅତୀତକୁ କବର ଦେଇଛି
ଓଢ଼ଣୀ, ପଡ଼ିଲେ ଦେହେ, ସାଥେ ଆସେ ଲଜ୍ଜ୍ୟା ଓ ଯୌବନ । ଯୋଡ଼ା ଯୋଡ଼ା କୌତୁହଳୀ ଆଖିର କୁଞ୍ଚନ, କେବେ ପ୍ରଲୋଭନ ।
ଓଡ଼ିଆ ସେବକ ଗଜପତି ରାଜା । ଆରାଧ୍ୟ ଦେବଙ୍କ ଦାସ । ଆରାଧନା କରୁ ଚତୁର୍ଦ୍ଧା ଦେବଙ୍କୁ । ଆଶିଷ ନ ହେଉ ଶେଷ ।।
ଏତେ ଭିନ୍ନ ଭିନ୍ନ ଗୁଣ ଅଛି ଜାଣ ଭିନ୍ନରେ ଏକତା ଦେଖ ଆମ ମନ ।
ତା’ହେଲେ ମୁଁ ଏ ସ୍ଥାନ ଛାଡ଼ି ଗଲାବେଳେ ମୋ ହିମାଳୟକୁ ମୋ ସାଙ୍ଗରେ ଓଟାରି ନେଇଯିବି ।
ମାମା ତମକୁ ପାପା ଏତେ ଜୋର୍ ମାରୁଛନ୍ତି କିନ୍ତୁ ତମେ କାହିଁକି କିଛି କହୁନ । ତମେ ପାପାଙ୍କ ହାତରୁ ବାଡ଼ି ଛଡ଼େଇ ତାଙ୍କୁ କାହିଁକି ପିଟୁନ
ସେ ନିଗାଡ଼ିଛନ୍ତି କେତେ ଯେ ଲହୁ ତାଙ୍କ ଶରୀରରୁ ତା’ର ହିସାବ ସେ ଜାଣନ୍ତିନି ।
ଆପଣଙ୍କ ମତାମତ