ଶୁଭ ମନାସଇ କେତେ, ମୁଁ ମାଟିର ମଣିଷ ଟିଏ ବାସ୍ନା ଆସିଲେ ମାଟିର ପିଠିରୁ ମୁଁ ସ୍ୱପ୍ନ ବିଭୋର ହୁଏ,
ତୁମେ କରୁଣାର ବ୍ୟାପ୍ତ ଆକାଶଟିଏ, ବଉଦଟିଏ ମୁଁ ଭାସୁଅଛି ସତେ ତୁମରି ଅସୀମ କୋଳେ ! ବାହିନିଅ ପ୍ରଭୁ ତୁମରି ବୁକୁରେ କ୍ଷୁଦ୍ର ଏ କାୟା ମୋର, ତୁମ ଇଚ୍ଛାରେ...
କ୍ରମଶଃ, ସମୟ ବହିର ପୃଷ୍ଠା ଓଲଟିଲା, କାରଖାନା ଏବେ ଅସମୟେ ବୃଦ୍ଧ, ସେ ସମ୍ପୂର୍ଣ୍ଣ ନିରୁପାୟ, ମହୁଫଣାରେ ମହୁମାଛି ପରି ତା ଦେହରେ ରୋଗ ପଲ ପଲ ।
ମୌନାବତୀ ଅଳକାଗୋ ଏବେ ଟିକେ କଥା କହ କଥା କହ
ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ସରକାରୀ...
ଜହ୍ନକୁ କଣ ଦଂଶନ କରେନି କରୋନା ତା ବିଷାକ୍ତ ଦାନ୍ତରେ, ସେ କଣ ରହେନି ଏକୁଟିଆ ସଙ୍ଗରୋଧରେ ।
ମନ ଖୋଜୁଛି ଅହରହ ଆଜି ସେଇ ପୁରୁଣା ଦିନର ମିତ, ତୋ ବିନା ତୁଚ୍ଛ ଲାଗେ ଜଗତ, ତୁ ଫେରିଆ ରେ ଅତୀତ।
ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ ମମତାର ଟୀକା ଦେଇଛି, ଏସବୁ ଚୁମ୍ବନ ପ୍ରେମରେ ଦେଇଛି ଦାନର ହାତରେ ଚାହିଁନି ।
ଗୁରବାରେ ଜନ୍ମିବାରୁ ନାମ ହେଲା ଲକ୍ଷ୍ମୀକାନ୍ତ, ତମରି ଲେଖାରେ ଲିଭିଲାନି କିଛି ସବୁ ହେଲା ମହାଯଶ।
ସମ୍ପର୍କ ସୁଦୃଢ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର ହାତ ଛାଡିବନି ଥିବା ଯାଏ ଶେଷ ଶ୍ୱାସ....!!
ଆପଣଙ୍କ ମତାମତ