ନବବର୍ଷ, ଏମିତି କିଛି ବର୍ଷକରେ ଥରେ ଆସୁଥିବା,
ସେଠାରେ ଆମେ ପହଞ୍ଚି ଦେଖୁ ଆମର ସେଇ ଝଙ୍କାଳିଆ ପିଜୁଳି ଗଛ ତଳେ କେତେ ଗୁଡିଏ ଖଣ୍ଡିଆ ପିଜୁଳି ସେମାନଙ୍କର କ୍ଷତାକ୍ତ ନାଲି ପେଟ ଦେଖେଇ ପଡି ଥାଆନ୍ତି,
ତମେ କେମିତି ତାକୁ ଅଟକେଇ ଉଭାନ କରିଦିଅ, ଚଳୁ କରିଦିଅ
ସରିଗଲା ଏବେ ଲେଖା ଲେଖି କଥା, ବର୍ଗେ ଜ କୁ ଭଲେ ଭଲେ ଶିଖିବା ପ୍ରଥା ,
ଏ କି କଥା ମୁଁ କଣ କହିଲି ଯେ..
କବିର ସୃଜନର ଉତ୍ସ 'ଏକ ତରଫା ଅଭାଗା ପ୍ରେମ' ଅଟେ
ଛାଇ ନିଦ ଯେବେ ବନିଯାଏ ସାଥି ରାତିସାରା ଆଉ କଥା ହୁଅନ୍ତି ଆକାଶର ଅଗଣିତ ତାରା ।
ତା” ଭାବନାର ବହୁ ପ୍ରତୀକ୍ଷିତ ଦିନସବୁ ମରି ମରି ଗଲାବେଳେ
ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ
ମନ ମୋର ଚାହେଁ କରିବାକୁ ତାକୁ ପ୍ରେମ ନିବେଦନ ହେଲେ ଭୟରେ ଛାତି ଥରି ଯାଉଛି ହେବ କାଳେ ପ୍ରତ୍ୟାଖାନ!
ଆପଣଙ୍କ ମତାମତ