ହିନ୍ଦୁ ମୁସ୍ଲିମ୍ ଜୈନ ଆଉ ବୁଦ୍ଧ ତା' ସାଙ୍ଗକୁ ଖ୍ରୀଷ୍ଟିୟାନ, ହିନ୍ଦୁ ଏଠି ଜନ ବହୁଳ ହେଲେ ବି ଉଦାର ତାର ଜୀବନ ।
ଏତେବେଳ ଯାଏ ପାଖରେ ବାଦାମ ବିକୁଥିବା ଗରିବ ପିଲାଟିଏ ଏ ସବୁ ଦେଖୁଥାଏ ।
ହୋଇପାରେ ନର ବଡ଼ ବୁଦ୍ଧିବନ୍ତ ହୋଇପାରେ ଜୀବ ଶ୍ରେଷ୍ଠ ହେଲେ ସମୟଟା ମାନେ ନି କା କଥା କଲେ ଯେତେ ଯା' ଆକଟ ।
ଫଳ ଥିବା ଗଛ ମୁଣ୍ଡ ନୁଆଁଇ କହୁଛି କଥା ଜ୍ଞାନୀ ଗୁଣୀ ଲୋକେ ବିନମ୍ର ଭାବେ ନୁଆଁନ୍ତି ମଥା ।
ଷାଠିଏ ପଉଠି ନିତି ରନ୍ଧା ହୁଏ ତୁମରି ବଡ ଦେଉଳେ ଶବରୀ ଅଇଁଠା ଖିଆ ନାମ ଟାକୁ କିଆଁ ବିଶ୍ୱ ଏଠି ବୋଲେ ?
ଏତେ ଭିନ୍ନ ଭିନ୍ନ ଗୁଣ ଅଛି ଜାଣ ଭିନ୍ନରେ ଏକତା ଦେଖ ଆମ ମନ ।
ଶିକ୍ଷାର୍ଥୀ ମାନଙ୍କୁ ଗଢ଼ି ତୋଳେ ସିଏ ଜୀବନ ବଞ୍ଚିବା ରାହାଟି ଦେଖାଏ ।
ଅନ୍ନଦାତା ଭାଇ ହଳବଳ ଧରି ଲାଗିଯାଏ ତା'ର କାମେ କି ଖରା ବରଷା ଦିବା ଓ ନିଶିରେ ବୁଝି ଦେଶର ଧରମେ ।
ନୀଲୁ ଭାବୁଥିଲା ସେ ଭଳି କିଛି ମହତ କାମ କରିବାକୁ, ଯେଉଁଠି ଜୀବନରେ ଶାନ୍ତି ମିଳିବ
ସାର୍ ! ଆମେ ଗରିବ ହୋଇପାରୁ, କିନ୍ତୁ ଲୋଭୀ ନୋହୁଁ ।
ଆପଣଙ୍କ ମତାମତ