ଦରକାର ବେଳେ ନ ପାଇ ଜିନିଷ ରାଗେ ହେବ ତମତମ , ଫିଙ୍ଗା ଫୋପଡ଼ା ଭଙ୍ଗା ରୁଜା କରି ଦ୍ରବ୍ୟ କ୍ଷତି ହେବ ତୁମ ।
ସନ୍ତସନ୍ତିଆ ଜାଗାକୁ ଦେଖି ସେଇଠି ସିଏ ରୁହେ ପୋକ,ମଇଳା ଏସବୁ ଖାଇ ଆରାମରେ ସେ ଥାଏ ।
ପୁଣି ଟଙ୍କାଗୁଡିକ ଅନ୍ଲାଇନ୍ ମାଧ୍ୟମରେ କଟିଛି । ସେ ତ ଏଇ ଆଠ ଦିନ ମଧ୍ୟରେ କିଛି କରି ନାହାନ୍ତି, ତା ହେଲେ କାମଟା କଲା କିଏ ?
ଗାଆଁକୁ ସୁନ୍ଦର ବାଡ଼ି ଓ ବଗିଚା ଘରେ ଘରେ ଗାଈ ଛେଳି , ପିଲାଙ୍କୁ ସୁନ୍ଦର ଖେଳୁଥିଲେ ଖେଳ ହାତେ ମିଠା କରତାଳି ।
ନିରଳଶ ଭାବେ ଝର ଝର ଝରେ ଝରଣା ଟିଏ ଧୀର ମୃଦୁ ଧାରେ କଳ କଳ ନାଦେ ଝରୁଛି ସିଏ ।
ସ୍ନାନାଦି କର୍ମ ଜୀବନ ଜୀବିକା ବିଦ୍ୟୁତ ଦେଉଛି ଏହା, ଜ୍ଞାନ ବିଜ୍ଞାନ ସଭ୍ୟତା ପ୍ରଗତି ସବୁରି ମୂଳରେ ହିଁ ତାହା ।
ଜଗବନ୍ଧୁ ବାବୁ ଖୋଜି ଖୋଜି ଜଗନ୍ନାଥ ମନ୍ଦିର ପଟକୁ ଯିବା ବେଳେ ଅନ୍ଧାରରେ ରାଜୁକୁ ବସିଥିବା ଦେଖିଲେ । ତାକୁ କିଛି କହିଲେ ନାହିଁ ।
ଜ୍ଞାନ ପାଇଁ ଫୁଲ ପରି ବାସ କୁ ବିତରି ସଭିଏଁ ହେବାରେ ଆମେ ପ୍ରିୟ ଯେ ସବୁରି ।
ବାରବାର କରି ଏହି କଥା କୁହେ ତାହାରି କଥା ତ ଆଦୌ ମିଛ ନୁହେଁ ।
ଅନୁରୋଧ କରେ କି, ହେ ମାନବ ସମାଜ ହୋଇ ସଚେତନ ତ୍ୟାଗକର ଗଛ କାଟିବା । କାରଣ ମାନବ ସତ୍ତା ତେତେ ସମ୍ଭବ ଯେତେ ଆମେ ବୃକ୍ଷ ଲଗାଇବା ।
ଆପଣଙ୍କ ମତାମତ