ମୋତେ କାଟିବା ଆଗରୁ ଚିରିବାକୁ ପଡେ ମା ତୋ ଦେହକୁ ।।
ତା ପାଇଁ ଜୀବନଟା ଖାଲି ଗୁଡେ ବେପରୁୱା ଦୌଡ ।
ବାରଶତ ସିଂହର ବୁଦ୍ଦୁ ତା'ର ବାରଶତ ସୂର୍ଯ୍ୟର ତା'ର ଶୌର୍ଯ୍ୟ, ବାରଶତ କୋଣାର୍କର ଧର୍ମପଦ ସେ, ବାର ବରଷର ବାଜି ରାଉତ ।
ଭିଜା ମାଟିର ବାସ୍ନାରେ ପାଣି ପାଣିରେ ସବୁକିଛି ଭିଜିଗଲା ପରେ ବି ଭିଜେନା ତା'ର ଦେହ ।
ଉଡ଼ିବୁଲୁଥାନ୍ତି ଧଳାପକ୍ଷୀମାନେ ତା'ର ଚାରିପଟେ ଧାଇଯାଆନ୍ତି ଛୋଟମାଛମାନେ ପାଦ ଯାଏ ତା'ର
ଚାଲୁ ଚାଲୁ ମୁଁ ଝୁଣ୍ଟି ପଡିଲି, ଦେଖୁଥିଲି ମୋ କିଶୋର ଜୀବନ କୁ, ଯେଉଁଠି ଥିଲା ମୋ ସ୍କୁଲ ଡ୍ରେସ, ସାରଙ୍କ ଛାଟ, ରିମଝିମ ବର୍ଷାର ମଜା ଆଉ ସାଙ୍ଗ...
ଚାରି କାନ୍ଧୁ ମଡ଼ା ଡାକେ "ରାମ ନାମ ସାର" ହେଲେ ଟୁଙ୍ଗୀ ଘରେ ପାଲଟିଛ ଜିଅନ୍ତା "ମୁର୍ଦ୍ଦାର"
ଦେଖିଲେ କୁକୁର ଜିଭକୁ କାଢ଼ି ଧକୋଉଚି ଖାଲି ଘଡ଼ିକି ଘଡ଼ି ପାଣିରେ ଦେହକୁ ଥୋଇ ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ ।
ଅଗ୍ରଭାଗେ ଥିବା ବ୍ୟକ୍ତିକୁ ଦେଖି ଯେ ନ ଥକି କରେ ଧାବନ, ଲକ୍ଷ୍ୟପଥକୁ ପ୍ରାପ୍ତ କରି ସେ ଲଭେ ବହୁତ ସମ୍ମାନ ।
ସୁଖ ସବୁ କ୍ଷଣିକ, ଦୁଃଖ ସବୁ କ୍ଷଣିକ, ନିରାଶା ସବୁ କ୍ଷଣିକ, ଜୀବନର ପ୍ରତି କ୍ଷଣରେ ଦ୍ୱନ୍ଦ୍ୱ ହିଁ ହୋଇଛି ବର୍ତ୍ତମାନ ।
ଆପଣଙ୍କ ମତାମତ