ମହାନଦୀ ଆଉ ଚିର ସ୍ରୋତା ନାହିଁ ବଇରି ହେଲା ରମଣ ଓଡ଼ିଶା ବାସିଏ କି ପାପ କରିଲେ ପଶୁ ପାଉନି ତିରଣ ବରଷ ବରଷ ନେତାଏ ଶୋଇଲେ ବ୍ୟାରେଜ ହେଲା...
କେବେ ସିଏ କୁକୁର ପରି ଧାଏଁ କେବେ ବିଲେଇ ପରି ମ୍ୟାଉଁମ୍ୟାଉଁ; ଏତେ ସୁନ୍ଦର ଅଭିନୟ ମଣିଷ ଛଡା କିଏ ବା କରିପାରିବ ଆଉ !
କେରାଏ ଦୁବପରି ଚେନାଏ ବିଶ୍ୱାସ ନେଇ କଅଁଳ ଛନଛନ ହୋଇ ବଦଳୁଚି ନାରୀର ଭାଗ୍ୟ ।
ବର୍ଷା ବରଷେ ଝର୍ ଝର୍ ଝରଣାର ତାନରେ ଯେମିତି ସତେ କି ପ୍ରେମିକାର ଆଶ୍ଳେଷ ବାହୁ ବନ୍ଧନରେ ।।
ସବୁ ସମ୍ଭାବନାର ଶେଷ ସବୁ ଇଚ୍ଛାର ନିଃଶେଷ ପରିତାପର ପରିସମାପ୍ତି ସମ୍ପଦ ଆଉ ସମ୍ପର୍କରୁ ମୁକ୍ତି ଯୁକ୍ତି ଆଉ ଉକ୍ତିରୁ ବିରତି
କେତେ ଯତନରେ ସାଇତି ଥିଲି ମୁଁ ଗୋଟିଏ ବୋଲି ମୁକୁତା କେଜାଣି କେଉଁଠି ଝରି ଗଲା ପୁଣି ବୁଝିଲାନି ମନ ବ୍ୟଥା ସମୟ ଢେଉ ଯେ ପ୍ରତାରଣା କଲା ମନ...
ଖେଳାଇ ଦେଇପାରେ ସ୍ନେହ-ପ୍ରେମ-ସମ୍ପ୍ରୀତି ଆଉ ମାବିକତାର ସମ୍ମୋହନୀ ମନ୍ତ୍ର ଦସ୍ୟୁ ରତ୍ନାକରକୁ ବାଲ୍ମୀକି
ମାଟି ତଳେ ମାଟିକୁ କାମୁଡ଼ି ଭିଡ଼ି କରେ କାବୁ ଭିତରେ ଭିତରେ ବଢ଼ି ଶୋଷେ ଜଳ ସବୁ ।
ମଣିଷ ମନଟା କ'ଣ ସତରେ ସବୁବେଳେ ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ପ୍ରତୀକ୍ଷାର ବେଳ ମନେହୁଏ ଧୁ, ଧୁ ଖରାବେଳ ସବୁଜ ବନ, ଝରଝର ଝରଣା ବଦଳିଯାଏ ନିଥର ମରୁ ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।
ଆପଣଙ୍କ ମତାମତ