କଥା ରଖି ଆଜି ତମେ, ମୋ ପାଖକୁ ଆସି୍ଲ । ଫଉଜି ଷ୍ଟାଇଲ୍ ମାରି, ମୋ ମନକୁ ଜିତିଲ ।। ସୀମାନ୍ତରେ ଚାକିରି, ତମ ସମୟର ଅଭାବ । ଅବିଳମ୍ବେ...
ମଣିଷ ଠାରୁ ଅଧିକ ସିଏ ବଞ୍ଚିଥାଇ ଯାହା ସବୁ ଲାଭ ଦିଏ ବୃକ୍ଷଟିଏ ମଲାପରେ ବି ଦେଇଯାଏ
ଚାହିଁଥିଲି ଟିକେ ହସ ମୋ ଓଠରେ କାହିଁକି ଭରିଲୁ ଲୁହ ଖୁସିକୁ ମୋହର ଛଡେଇ ନେଇତୁ ଛାତିରେ ଭରିଲୁ କୋହ ।
କଣ କହି ବହଲାଇ ଥାଆନ୍ତି ସବୁ ରଙ୍ଗ ବୋହିଗଲା ପରେ ! କୋଉ ପ୍ରତିଜ୍ଞା ଆଉ ମାଗିଥାନ୍ତି ସବୁ କଥାକୁ ମୋର ପାଦରେ ଦଳିଦେଲା ପରେ ! ଜୀବନକୁ ଖେଳ...
ଶ୍ରମିକ ଆଉ ପ୍ରେମିକ ଭିତରେ ଅଧିକ କିଛି ଫରକ ନାହିଁ; ପ୍ରେମିକ ଦିବସ ନଥିବାରୁ ଏହା ଶ୍ରମିକ ଦିବସେ ଦେଉଚି କହି !
କିଛି ଆଶା କିଛି ଭରଷା ସେ ନେଇ ଲକ୍ଷେ ଶ୍ରାବଣରେ ହୋଇ ସେ ସଜେଇ ମୋ ହୃଦୟ ଅଗଣାରେ ଆସି ସେ ଓହ୍ଲେଇ ଦିଏ ସେ ମୋତେ ପ୍ରୀତି ବରଷାରେ...
କେବେ କି ହୁଏନା ମନ, ଧରି ନେବାକୁ ତୁମର ସେ କରାଳ କାଳିକାର ରୂପ ଅବା ଦୁର୍ଗା, ଦୂର୍ଗତୀ ନାଶିନୀର ଅବତାର?
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଦିନଥିଲା ଯେବେ ହସୁଥିଲି ମୁହିଁ ସବୁଜ ପତର ରଙ୍ଗେ ପବନରେ ହସି ଦୋଳି ଖେଳିଖେଳି କି ସୁନ୍ଦର ଚାରୁ ଢଙ୍ଗେ ।
ଅଙ୍ଗାରକାମ୍ଳ ମାଡିବସିଥାଏ, ଅମ୍ଳଜାନର ସ୍ଥାନ ଅକାଳ ବାର୍ଦ୍ଧକ୍ୟ ନେଇଯାଏ, ନୀରିହ ଯୌବନ ୧
ଆପଣଙ୍କ ମତାମତ