ବାରିଦ ଅସରେ ଯାଇଛି ବରଷି ଜୀବର ପରାଣେ ଶିତଳ ପରଶି ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ । ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ...
ପାହାନ୍ତି ପହର ସ୍ୱପ୍ନ ସତହୁଏ ତୁମେ କହିଥିଲ ସବୁକିଛି ଏବେ ବି ସ୍ପଷ୍ଟ ମୋ ମାନସ ପଟ୍ଟରେ ଏତେ ବର୍ଷ ଏତେ ମାସ ଏତେ ଦିନ ଲିଭାଇ ପାରିନି ।
ମନର ଭାବକୁ କଲମ ମୁନରେ କାଗଜେ ଫୁଟାଇ ଦେଇ ଠିକଣା ଲେଖିଲେ ଠିକଣା ଜାଗାରେ ପହଞ୍ଚାଏ କିଏ ନେଇ ??
କେତେ ସହଜ ରେ, ସବୁ କିଛି ବଦଳି ଯାଏ ଏଠି, ସମୟର ପବନରେ, ଜୀବନର ବାଲି ସବୁ, ଏଇଠୁ ଉଡି ଯାଏ, ପୁଣି ଏକ ନୁଆ ଜାଗାରେ, ଜମା ହୋଇ...
ଆସୁଅଛି ଜୁନ୍ ପାଞ୍ଚ ପରିବେଶ ଦିନ ଆମ ପରିବେଶ ଛବି ନହେଉ ମଳିନ ।
ସେ କହିଥିଲେ, ପୁଅ ତୁମେ ଏକ ଅବିବାହିତ ତରୁଣ ଆଉ ରୁହ ଏହିପରି ପୁଅ,ରହିବ ହୋଇ ଏକ ଅବିବାହିତ ତରୁଣ ଜୀବନର ଶେଷ ଦିନ ଯାଏଁ ।
ମୋତେ ଫିଟିବାକୁ ଛାଡିଦିଅ ଏକାନ୍ତରେ ମୋର ହୋଇ ଜିଇଁବାକୁ ମତେ ଛାଡିଦେଲେ କେତେବେଳେ
କହି ଦେଉନ ମତେ ମୁଁ ଖେଳନ୍ତି ତୁମ ସାଥେ, ଲୁଚକାଳି ଖେଳ, ଆଜି ବି ଜୀବନର ଅପରାହ୍ନରେ ଚାଲୁ ଚାଲୁ, ବାରମ୍ବାର ଝୁଣ୍ଟି ମୁଁ ପଡୁଛି ।
କୁକୁଡା ହେଉକି ସୁଧାର ଗାଈଟି ଶାବକ ପାଇଁ ସିଂହ ବିପଦ ଦେଖିଲେ ଶିଶୁର ଲଢଇ ଯେହ୍ନେ ଅସ୍ତ୍ର ଅମୋଘ ।
ଆପଣଙ୍କ ମତାମତ