କିଛି ଆଶା କିଛି ଭରଷା ସେ ନେଇ ଲକ୍ଷେ ଶ୍ରାବଣରେ ହୋଇ ସେ ସଜେଇ ମୋ ହୃଦୟ ଅଗଣାରେ ଆସି ସେ ଓହ୍ଲେଇ ଦିଏ ସେ ମୋତେ ପ୍ରୀତି ବରଷାରେ...
କେବେ କି ହୁଏନା ମନ, ଧରି ନେବାକୁ ତୁମର ସେ କରାଳ କାଳିକାର ରୂପ ଅବା ଦୁର୍ଗା, ଦୂର୍ଗତୀ ନାଶିନୀର ଅବତାର?
ନାହିଁରେ ନାହିଁ ଓଡ଼ିଶା ପରି ରାଇଜ କାହିଁ ନାହିଁ ଏଇ ରାଇଜ ମହକ ଯାଏ ସବୁରି ମନ ଛୁଇଁ ।
ଦିନଥିଲା ଯେବେ ହସୁଥିଲି ମୁହିଁ ସବୁଜ ପତର ରଙ୍ଗେ ପବନରେ ହସି ଦୋଳି ଖେଳିଖେଳି କି ସୁନ୍ଦର ଚାରୁ ଢଙ୍ଗେ ।
ଅଙ୍ଗାରକାମ୍ଳ ମାଡିବସିଥାଏ, ଅମ୍ଳଜାନର ସ୍ଥାନ ଅକାଳ ବାର୍ଦ୍ଧକ୍ୟ ନେଇଯାଏ, ନୀରିହ ଯୌବନ ୧
ବାରିଦ ଅସରେ ଯାଇଛି ବରଷି ଜୀବର ପରାଣେ ଶିତଳ ପରଶି ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ । ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ...
ପାହାନ୍ତି ପହର ସ୍ୱପ୍ନ ସତହୁଏ ତୁମେ କହିଥିଲ ସବୁକିଛି ଏବେ ବି ସ୍ପଷ୍ଟ ମୋ ମାନସ ପଟ୍ଟରେ ଏତେ ବର୍ଷ ଏତେ ମାସ ଏତେ ଦିନ ଲିଭାଇ ପାରିନି ।
ମନର ଭାବକୁ କଲମ ମୁନରେ କାଗଜେ ଫୁଟାଇ ଦେଇ ଠିକଣା ଲେଖିଲେ ଠିକଣା ଜାଗାରେ ପହଞ୍ଚାଏ କିଏ ନେଇ ??
କେତେ ସହଜ ରେ, ସବୁ କିଛି ବଦଳି ଯାଏ ଏଠି, ସମୟର ପବନରେ, ଜୀବନର ବାଲି ସବୁ, ଏଇଠୁ ଉଡି ଯାଏ, ପୁଣି ଏକ ନୁଆ ଜାଗାରେ, ଜମା ହୋଇ...
ଆପଣଙ୍କ ମତାମତ