ତଥାପି ହାତ ମେଲାଇ ବସିଥାଅ ଆଲିଙ୍ଗନ କରିବା ମୁଦ୍ରାରେ ହତାଶାର ମଝି ନଈରେ ଛାଡି ଯେତେବେଳେ ସମ୍ପର୍କମାନେ ଆନନ୍ଦ ଲୁଟୁଥାନ୍ତି, ତୁମେ ହିଁ ତା ନିକଟଇ ଆସ ପାଖେ ପାଖେ...
ସ୍ୱାଭିମାନୀ ଓଡ଼ିଆର ମଧୁ ବାବୁ ମୂରତିମନ୍ତ ପ୍ରତୀକ ଗଢି ଊତ୍କଳ ସମ୍ମିଳନୀ କଲେ ଓଡ଼ିଆଙ୍କୁ ଏକତ୍ରିତ ।
କୋଣାରକ ତେଣେ ଭାଙ୍ଗି ପଡେ ଧରମା ଯାଇଁ ପଥର ଯୋଡ଼େ ଭବିଷ୍ୟତ ଆଶା ମନୁଁ ତଡେ ବାରଶ ବଢ଼େଇ ରାୟ ଲୋଡ଼େ ରାତିଅଧରେ ଚନ୍ଦ୍ରଭାଗାରେ ବୁଡି ମରେ ।
ଆମେ ସବୁ ସିସିଫସ୍ର ବଂଶଧର ହାତେ ଧରି ମୋବାଇଲ ଆପ୍ସ ପିନ୍ଧୁ ଖାଲି ଜୀନ୍ସ ପେଣ୍ଟ ଆଉ ଟି ସାର୍ଟ
ଦାରୋଗା ବାବୁଏ ନାଁ ଗାଁ ଲେଖ ଆଗକୁ ଆସିବ କାମ ପୂଜାପର୍ବାଣୀରେ ଆଗରୁ ଠୁକିଲେ ହାଜତରେ ନେବେ ନାମ
ସାହିତ୍ୟ ପରା ସମଦର୍ଶୀ ପ୍ରଭାକର ଭଳି ଶ୍ରଦ୍ଧାର କିରଣ ଦିଏ ସବୁଠି ବିତରି
ମୁହଁକୁ ସୁଖାଇ କୁମୁଦ କହିଲା, କେତେ ରାତି ହେଲା ଆସିନି ଘର, କୁମୁଦିନୀ ମୋର ଅଭିମାନ କରି, ଚାହିଁ ବସିଥିବ ପଥ ମୋହର, ଜୋଛନା ଯେତେକ ସାଇତି ରଖିଛି, ତାକୁ...
ମା ତୋର କଷ୍ଟ ହୁଏ ଅନୁଭବ ତଥାପି ତୁଣ୍ଡ ଖୋଲେନି ପ୍ରତିବାଦ ବୀନା କି ବିପ୍ଲବ ସମ୍ଭବ ।।
ତୋ ପାଇଁ ଆକାଶଟେ ଜରୁରୀ ମଣିବୁ ଯେତେବେଳେ ତିଆରିବୁ ନିଜର କରି । କେବଳ ଦ୍ରୁମ ହେଲେ ସରିଯାଏନି ଜୀବନ ଅରଣ୍ୟ ଗଢ଼ି ଦେବୁ ତୋ ନିଜ ରୁଚିର ଦୁନିଆଁରେ...
ଯେଉଁ ଗଛର ଚେରକୁ ଉପାଡ଼ି ପାରିଲାନି ମହାବାତ୍ୟା ତାକୁ କାଟିବା କ'ଣ ଠିକ୍ କଥା ?
ଆପଣଙ୍କ ମତାମତ