ଅଜୟ କୁମାର ରାଉତ

ଅଜୟ କୁମାର ରାଉତ

ଠିକଣା - ଭଗବତି ସାହି (କଟକ କଲେଜ ପାଖ), ଜିଲ୍ଲା - କଟକ , ଓଡ଼ିଶା - ୭୫୩୦୦୪ । ପିତା - ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ, ମାତା - ମାଧୁରୀ ରାଉତ, ଜନ୍ମ - ୧୯/୦୩/୧୯୯୦ । ଶିକ୍ଷାଗତ ଯୋଗ୍ୟତା ବି.ଏ. ବି. ଏଡ଼., ଏଲ ଏଲ ଏମ । ପେଶା - ଓକିଲାତି । ରୂଚି - ଗଳ୍ପ, କବିତା ଲେଖିବା ଏବଂ ବିଭିନ୍ନ ପ୍ରକାର ପତ୍ର ପତ୍ରିକା ପଠନ କରିବା, ବର୍ତ୍ତମାନର ଘଟଣାବଳୀକୁ ନେଇ ଲେଖା ଲେଖିବା (ଇଂରାଜୀ ଓ ଓଡ଼ିଆରେ), ଜାତୀୟ, ଅନ୍ତର୍ଜାତୀୟ ସମସ୍ୟା ଗୁଡିକୁ ନେଇ ଉପୁଜିଥିବା ତଥ୍ୟ ସଂଗ୍ରହ କରିବା, କ୍ରିକେଟ ଖେଳିବା ଏବଂ ଟିଭି ଦେଖିବା, ଗୀତ ଶୁଣିବା । ସମ୍ମାନ୍ନ - କଲ୍ୟାଣ ସାହିତ୍ୟ ସଂସଦ ଶ୍ରେଷ୍ଠ ଗାଳ୍ପିକ -୨୦୨୪ , ରିଶି ଅଗଷ୍ଟ-ଉତ୍କଳ ଫାଇଡେସନ ଟ୍ରଷ୍ଟ, ରାଜ୍ୟସ୍ତରୀୟ ଲୋକ ଗଳ୍ପ ଗୈାରବ ସମ୍ମାନ -୨୦୨୪ କୈବଲ୍ୟ ସାହିତ୍ୟ ସଂସଦ, କଟକ ଆଜାଦୀର ଅମୃତ ମହୋତ୍ସବ- ସମ୍ମାନ ବାଲେଶ୍ଵର, ଉତ୍କଳ ସାହିତ୍ୟ ସମ୍ମାନ-୨୦୨୪, ଓଡିଆ ଭାଷା ସାହିତ୍ୟ ସମ୍ମାନ -୨୦୨୪, ମାଟିର ସାହିତ୍ୟ ସ୍ରଷ୍ଟା ସମ୍ମାନ-୨୦୨୪, ଶ୍ରୀ କବି ମହୋହୟ ସମ୍ମାନ -୨୦୨୪, ଶ୍ରେଷ୍ଠ ଗାଳ୍ପିକ ସମ୍ମାନ-୨୦୨୪, ଶ୍ରୀଲଙ୍କା ମୁଖ୍ୟ ବିଚାରପତିଙ୍କ ଠାରୁ ମାଗଣା ଆଇନ୍ ସହାୟତ ସମ୍ମାନ । ନିଜସ୍ୱ ବହି- 'ସହିବା ଲୋକ ହିଁ ବଡ' କାର୍ଯ୍ୟରତ, କ୍ଷୁଦ୍ର ଉପନ୍ୟାସ- 'ନିଷ୍ପାପ ହୃଦୟ ଅନେକ କିଛି' ।

Posts By ଅଜୟ କୁମାର ରାଉତ

To Top