ଛାପିଦିଏ ସବୁ ସମ୍ଭାବନା ଶବ୍ଦ ସବୁ ବରଫ ପାଲଟେ ସପନର ଇଲାକାରେ ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ତୁଳସୀ ଚଉରା ମୂଳ ସଞ୍ଜଦୀପ ଆଲୁଅରେ ଆଶୀଷର ଭିକ୍ଷା ମାଗେ ଅମୃତର ଆସ୍ଵାଦନ
କୁଆଁରୀ ଫସଲ ବିଧି ବିଞ୍ଚିଦିଏ ମୋ ମନରେ ବିଚିତ୍ର କାଉଁରୀ ତାଳ ବଣ ସରହଦରେ ଜହ୍ନ ଧାଡ଼ି ଧାଡ଼ି ଗୁଆ ଗଛ
ଆଉ ନୂଆ ନୂଆ ରଚନା ମିଛ ମିଛ ବାଲିଘର ହୋଇଛି ସତ ଘରକରଣା ତା'ର ପୃଥିବୀର ମାନଚିତ୍ର
କୋମଳ ଜିଜ୍ଞାସାରେ ପ୍ରତିଧ୍ୱନିତ ଅନୁରଣିତ କେଉଁ ଅସମାପିକା ସଙ୍ଗୀତ ଧାଡ଼ି ଧାଡ଼ି ସ୍ୱପ୍ନର ଐରାବତ ଭୂମିରୁ ଭୂମା ପର୍ଯ୍ୟନ୍ତ
ବୁଢ଼ା ବାପ ଶ୍ୱାସ ଯୋଗୀ ପ୍ରାପ୍ତ ବୟସ୍କା ଝିଅର ବୋଝ ବୋହି ବୋହି ଅଣନିଶ୍ୱାସୀ ହୋଇଯାଏ ହରିଦାସ ଆଉ ଯୌତୁକର ତାଲିକାକୁ ବାରମ୍ୱାର ପଢୁଥାଏ
ଇଚ୍ଛାଟିଏ ମୁକୁଳି ଆସୁଛି ଥାକ ଥାକ ସ୍ୱପ୍ନରେ ଭରପୁର ଗୋଧୂଳିର ଅରୁଣିମା ତୁମେ କାହା ପ୍ରିୟତମା
ଭିଜାମାଟି ଗନ୍ଧ ମୁଠା ମୁଠା ଫୁଲର ଚୁମ୍ୱନ କିନ୍ତୁ ଅପରାହ୍ନ ଭେଟିଦେଲା ଓଦା ଓଦା ନିସଙ୍ଗ କାରୁଣ୍ୟ
ତପ୍ତ ଶରଶଯ୍ୟା ଜୀବନର ସାମ୍ନା ରାସ୍ତା କେତେ ପାଖାପାଖି ଅଥଚ କେମିତି ଫାଙ୍କା କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ ଅପ୍ରାକୃତିକ ଭାରି ଶବ୍ଦଟିଏ
ଘାସ କଟାଳିର ସ୍ୱପ୍ନପରି ଡହ ଡହ ତାତିଲା ଖରାରେ ଅବୋଲକରା ଗପ ପରି ସବୁ ପ୍ରଶ୍ନର ଉତ୍ତର ନଥାଏ
ହଁ, ଏଗୁଡ଼ା ସବୁ ପୋଥି ବାଇଗଣ । କାମରେ ଦେଖେଇଦେଲେ ହୁଏ । ଆଉ ମୋଟା ଫୁଲର ମାଳ ପିନ୍ଧି ୟା' କରିବି ବୋଲି ଟେବୁଲ୍ ପିଟିଲେ କ'ଣ ହେବ...
ସାମାନ୍ୟ ଗୋଟେ ଚିତ୍ରଟା ପାଇଁ ଆପଣଙ୍କ ପରି କଳାକାର ଆଦୌ ବିଚଳିତ ହେବା ଉଚିତ୍ ନୁହେଁ । ଚିତ୍ରଟା ଫେରି ପାଇନଥିଲେ ମଧ୍ୟ ମୁଁ ମୋଟେ ମନ ଦୁଃଖ କରିନଥାନ୍ତି...
ଜୀବନଟା ଯାହା ପାଖରେ ଦର୍ଶନ ହୋଇଉଠେ, ସ୍ୱପ୍ନ ତା' ପାଖରେ ଏକ ଦର୍ଶନୀୟ ବସ୍ତୁ । କଳ୍ପନାର ନୌକା ନେଇ କେତେ ବାଟ ଯାଇ ପାରିଲା କଳ୍ପତରୁ ଏ ମହାସମୁଦ୍ରର...
ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।
ତୁମ ଭିତରେ ଗୋଟିଏ ବି ପିପାସାର ଢେଉ ନଥିଲା । ତୁମ ଆଖିରେ କାମନାର ଶିଖାଟିଏ ଜଳୁନଥିଲା । ତୁମେ କହିଥିଲ ଆମ ଜୀବନରେ ଏମିତି ଝଡ଼ ବିକ୍ଷୁବ୍ଧ ରାତି...
ରୋଜୀ ହସି କହେ ବାପା ମାନେ ବାପା । ରହ ମୁଁ ତାଙ୍କ ଫଟୋ ଦେଖାଇବି । ଖବର କାଗଜରୁ ଚିରି ରଖିଛି ।
ଏମିତି ଉତ୍ତାପହୀନତା ଜୀବନକୁ ନିୟନ୍ତ୍ରଣ କରିପାରୁଥିବାର ସାହସ ନେଇ ସେ ଟିକିଏ କଠୋର ହୋଇଯାଆନ୍ତେ କି ପ୍ରାଚୀ ପ୍ରତି କି ରିତା ବାନାର୍ଜି ପ୍ରତି ।
ଶୀତ ଝରକା ଫାଙ୍କରେ ଜହ୍ନର ପରିହାସ ପ୍ରେମ ପ୍ରଣୟର ନିରୋଳା ବିଶ୍ୱାସ ଏକୁଟିଆ ପକ୍ଷୀର ସଙ୍ଗୀତ ରାତ୍ରୀର ବଳକା ଆୟୁଷ
ରମାକାନ୍ତବାବୁ କହୁଥିଲେ ରାଜଲକ୍ଷ୍ମୀ ସମୁଦ୍ରକୁ ପ୍ରାୟ ଆସେ ବେଳ ଅବେଳରେ । ଅପୂର୍ବ ଦିଶୁଛି । ପିନ୍ଧିଛି ନାଲିପାଟ, ମୁଣ୍ଡରେ ସିନ୍ଦୂର ଟୋପା, ଦେହରେ ଗହଣାର ପରିପାଟ୍ଟୀ । କବରୀରୁ...
ଅରଣ୍ୟର ସରୀସୃପ ମୁଁ ପୁଣି ଆଉଥରେ ଖେଳରେ ବିଭୋର ମୁଁ ଶୁଣେ ମୋ ଆଦିମ
ପ୍ରୀତିର ସେଥିପ୍ରତି ଖିଆଲ ନ ଥିଲା । ମୀରାର ରୋଗଶଯ୍ୟା ପାଖରେ ସେ ବସି ରହିଥିଲା ମୃଣୟୀ ପ୍ରତିମାଟିଏ ପରି ରାତି ରାତି ଅନିଦ୍ରା ହୋଇ ।
ଏ ପୃଥିବୀ ବଡ଼ ବିଚିତ୍ର ମିତ୍ରା । ମଣିଷ ମନର ଦୁଃଖ ଆଉ ସୁଖ ଏକ ଅବୋଧ୍ୟ କବିତାର ଶିରୋନାମା । ଜୀବନଟା ଏକ ତ୍ରିକୋଣମିତି ।
ସ୍ତିମିତ ଆଳୁଅରେ ମୁଁ ପଢ଼ିନେଲି, ତା' ମୁହଁରେ ଚିନ୍ତାର ଛାପ ନ ଥିଲା ପରି ଲାଗୁଥିଲା । ଏମିତି ଗୋଟେ ଘଟଣା ଘଟିଯିବ ବୋଲି ସେ ଆଗରୁ ଯେମିତି ପ୍ରସ୍ତୁତ...
ଏଇ କେତେଦିନ ହେଲା ମମି ତାକୁ ଆଦୌ ପାଖରେ ଶୁଆଉ ନାହାନ୍ତି । ତା' ନିଜ ଜିନିଷପତ୍ର ସବୁ ଅଲଗା ରୁମ୍ରେ । ସେ କୁଆଡ଼େ ବଡ଼ ହୋଇଗଲାଣି ।
ପାନପତ୍ର ଫଳକରେ ଲୋହିତ ମୁଦ୍ରାରେ ଶୀତ ଆସେ ଅରଣ୍ୟର କ୍ଷୁଧା ନେଇ ମୁଠା ମୁଠା ଆଦିମ ତୃଷ୍ଣାରେ କୁହୁଡ଼ିର କାରୁକାର୍ଯ୍ୟ ହସନ୍ତ ଜ୍ୟୋସ୍ନାରେ
ସେ ଶୁଣିଛି ଅତନୁ କୁଆଡ଼େ ମଦ ଖାଇ ତା' ସ୍ତ୍ରୀକୁ ପିଟେ । ଅତ୍ୟାଚାର କରେ । କ୍ଲବ୍ରେ ରାତି ବିତାଏ ଅତନୁ । ଗହଣାର ବୋଝ ଆଉ ଧନର...
ହୋମ ନିଆଁ ଆଲୁଅରେ ସାତ ଦୀପ ଆଠ କଳସ ସାଥୀରେ କେବେ କେବେ ଶଙ୍ଖା ସିନ୍ଦୂରର ମୋହ ନାରୀପାଇଁ ଅନ୍ତରାୟ
ସେ ହୋଟେଲ ବାଲାଟା ଆସିଥିଲା । କହିଲା, ଚାଲ ମୋ ସାଙ୍ଗରେ, ନହେଲେ ତୋ ଝୁପୁଡ଼ି ପୋଡ଼ିଦେବି । ଜାଳିଦେବି । ବାପା ବି ସେମାନଙ୍କ କଥାରେ ରାଜି ହୋଇଯାଇଛି...
ଆପଣଙ୍କ ମତାମତ