ପ୍ରଭାତ କୁମାର ମୁଦୁଲି

ପ୍ରଭାତ କୁମାର ମୁଦୁଲି

ଠିକଣା : ଗ୍ରାମ - ପୁରୁକୁଟିଆ, ପୋ- ସାଗର, ଭୟା - କାନପୁର, ଜିଲ୍ଲା- କଟକ -୭୫୪୦୩୭ । ମୁଁ ପେଶାରେ ଜଣେ ସଫ୍ଟୱେର ଇଂଜିନିୟର, ନିଶାରେ ଲେଖିବାକୁ ଭଲ ପାଏ । ଗୋଟେ ପାହାଡ଼ି ଜଙ୍ଗଲ ଘେରା ଭିତରେ ମୋ ଗାଁ ପୁରୁକୁଟିଆ, କଟକଠାରୁ ପ୍ରାୟ ୧୦୦ କିମି ଦୂରରେ ଅବସ୍ଥିତ । ଶିକ୍ଷାଗତ ଯୋଗ୍ୟତା ବି.ଟେକ ଇଞ୍ଜିନିଅର, ହେଲେ କଳା ପ୍ରତି ଅହେତୁକ ରୁଚି । ଜେଜେ(ନାଥ ମୁଦୁଲି) ଆଉ ବାପାଙ୍କ(ପବିତ୍ର କୁମାର ମୁଦୁଲି) ଠାରୁ ପ୍ରଭାବିତ ହୋଇ ଏ କଳା ଜଗତ ପ୍ରତି ରୁଚି ବଢିଛି । ଡିପ୍ଲୋମା ପଢିବା ବେଳରୁ ଲେଖିବା ଆରମ୍ଭ ମୋର । ବନ୍ଧୁ ବିକାଶଙ୍କ ଉତ୍ସାହ ମୋତେ ଲେଖିବାକୁ ବାଧ୍ୟ କରେ । ଧୀରେ ଧୀରେ କବିତା ଆଉ ଗପ ଲେଖା ଆରମ୍ଭ ହୁଏ । ଅନେକ ଗୁଡିଏ ପଢିବାକୁ ଆଉ ଆଲୋଚନା କୁ ଭଲ ପାଏ । ଗୋଟେ ଆଧୁନିକ ପ୍ରେମିକ ବାନ୍ଧବୀ ପାଇଁ, ଅନେକ ପ୍ରେମ ଆଗନ୍ତୁକ ପତ୍ନୀଙ୍କ ପାଇଁ । ସେମାନେ ମୋ ଲେଖାର ଗୋଟିଏ ଗୋଟିଏ ନୀରବ ସ୍ରୋତ ।

Posts By ପ୍ରଭାତ କୁମାର ମୁଦୁଲି

To Top