କେମିତି ତାର ଶିରାଳ କଳା ହାତରେ ଜାବୁଡ଼ି ଧରିଥିଲା ମୋତେ ତାର ଝିଅ ଭାବି ? ଆଉ ମୁଁ ଆଗପଛ ନ ଭାବି ଏକଦମ୍ ଭୟରେ ଠେଲି ଦେଇଥିଲି ତାକୁ...
ମୋର ତା ପ୍ରତି ବୈରାଗ୍ୟ ମନୋଭାବକୁ ନେହା ବଳେ ହୃଦୟଙ୍ଗମ କରିଯିବ । ବାସ୍, ସେ ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବା ଛଡ଼ା ଅନ୍ୟ ଉପାୟ ନାହିଁ ।
ଶ୍ରୀୟା ଚାରିଟା ସମୟରେ ଫୋନ୍ କରିଥିଲା ଲୋପାମୁଦ୍ରାର ବାପାଙ୍କ ହାନିଲାଭ ବୁଝିବାକୁ ତାଙ୍କ ଘରକୁ । ଖବର ଶୁଣି ସେ ତଟସ୍ଥ । ହାର୍ଟ୍ ଆଟାକ୍ରେ ପ୍ରାଣ ଛାଡ଼ିଛନ୍ତି ଲୋପାମୁଦ୍ରାର...
ହଠାତ୍ ରାଗି ଉଠି କହିଲା - ମୋ ଜନ୍ମଦିନ ବି ତମର ମନେ ରହେ ନାହିଁ । ଆଇ ହେଟ୍ ୟୁ । ତାପରେ ଲମ୍ବା ଲମ୍ବା ପାହୁଣ୍ଡ ପକାଇ...
- ହଁ, ତମ ନାଁ ମୁଁ ତାଙ୍କ ମୁହଁରୁ ପ୍ରଥମେ ଶୁଣିଲି ଆଉ ସେ ବାଧ୍ୟ ହୋଇଗଲେ ମୋତେ ତମ ବିଷୟରେ ସବୁ କିଛି କହିବା ପାଇଁ ।
ଦିନେ ସେଇ ଉଦ୍ଦେଶ୍ୟରେ କଟକ ଛାଡ଼ି ଆସିଥିଲି ସୁଦୂର କୋରାପୁଟ ମୁର୍ଖଙ୍କ ଗଣିତ ହିସାବ ନେଇ । ଲୋପାମୁଦ୍ରାକୁ ଭୁଲିଯିବାର ସଂକଳ୍ପ ନେଇ । ଲୋପାମୁଦ୍ରା କଣ ସ୍ଥାନ ପରିବର୍ତ୍ତନରେ...
ମିଃ ଶର୍ମାଙ୍କର ଗୋଟିଏ ଦସ୍ତଖତ, ଆଉ ଆମେ ମୁକ୍ତ ଆକାଶର ବିହଙ୍ଗ ହୋଇ ଖୁସି ମନରେ ଉଡ଼ିଯିବା ପର ଝାଡ଼ି ।
କହିଲି - କାହିଁ କିଛି ତ ହେଇନି । ତମେ କୋଉଠି କିଛି ହେବାକୁ ଦଉଛ କି ? ଅବଶ୍ୟ ଦ୍ୱିତୀୟ ବାକ୍ୟଟି ମୁଁ ମନେ ମନେ ଉଚ୍ଚାରଣ କଲି...
ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।
ଏବେ ଯଦି ଉଠି ପଡ଼ି ସିଟ୍ ଯାଚନା କରେ, ତାହେଲେ ସାମ୍ନା ସିଟ୍ର ପିଲାଟି ବୋଧହୁଏ ମୋ ଶରୀରରୁ ଚରିତ୍ର ନାମକ ଖୋଳପାଟିକୁ ଏଇଠି ଉତ୍ତାରି ରଖିଦେବ ।
ଗୋଟିଏ ପଟେ ମାଓବାଦୀଙ୍କ କାର୍ଯ୍ୟକଳାପ ଆଉ ଗୋଟେ ପଟେ ଆପଣା ସ୍ୱାର୍ଥ ସାଧନ ପାଇଁ ଖଳନେତାଙ୍କର କୁତ୍ସିତ ରାଜନୀତି ସମାନ୍ତରାଳ ଭାବରେ ଏ ରାଜ୍ୟ ତଥା ଦେଶର ପ୍ରଭୁତ କ୍ଷତି...
ସପନ ପଥଧାରେ ସୁନେଲି ସ୍ମୃତିର ବିବିଧ ବର୍ଣ୍ଣାଳୀ ଆମ ମିଳନର ଇନ୍ଦ୍ରଧନୁ ସମ ଝଲସାଏ ମୋ ନୟନ
ମୋତେ ଭଲପାଇବା ବେଳକୁ ତ ଖୁବ୍ ସାହସ ଥିଲା । ବଡ଼ ଜୋର୍ କରି ଭିଡ଼ି ନେଉଥିଲ ନିଜ ଆଡ଼କୁ ?
ଶୃତିଦେବୀ ଅନୁଭବ କଲେ ସେ ଯେପରି ତରଳି ବୋହି ଯାଉଛନ୍ତି ପାଣି ପାଣି ହୋଇ ବର୍ଷାଧାର ସହ ।
ସାଗରୁ ହଜିଛି ସ୍ୱରଙ୍ଗ ନିଳୀମା ସୈକତୁ ହଜିଛି ସ୍ୱର୍ଣ୍ଣ ଢ଼େଉ ହରାଇଛି ତା ଗର୍ବ ଗାରିମା ମୋହୁନାହିଁ ଆଉ କର୍ଣ୍ଣ
କେଶ ବିଛୁରିତ, ପୋଷାକ ଅସ୍ତବ୍ୟସ୍ତ, ଶୂନ୍ୟ କଚି, ସର୍ବୋପରି ଚାହାଣୀ ତାର ଉଦାସ ଉଦାସ । ମୁଁ ଭାବିଲି ଝଡ଼ର ସାମ୍ନା କରି ଆସିଛି ତ, ତେଣୁ ଥକି ପଡ଼ିଥିବ...
କିଏ କହେ ପ୍ରେମ କଲେ କାଳେ ସବୁ ଭଲ ଲାଗେ ହୃଦୟରୁ ପ୍ରେମର ଝର ଥରେ ଝରିଚାଲିଲେ ଜୀବ ଜଡ଼ ସବୁ କାଳେ ଝରରେ ଭିଜି ରଙ୍ଗୀନ ହୋଇଉଠନ୍ତି ହୃଦୟଟା...
ବିଜ୍ଞାପନ ଆସିଲେ ବି ମନ ଲଗାଇ ଦେଖୁଁ । ଆଶ୍ଚର୍ଯ୍ୟ ଲାଗେ ଛୋଟ ଗୋଟିଏ ବକ୍ସ ଭିତରେ ଏତେ ଲୋକ କେମିତି ଯା ଆସ ହୁଅନ୍ତି ।
ମୁଁ ହାରିଗଲି ଲୋ ମା... ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍...
ଉଚ୍ଚାଟ ହୁଏ ଭ୍ରମର ସେ ପୁଷ୍ପ ବାସରେ ଉଡି ବୁଲେ ଫୁଲରୁ ଫୁଲକୁ ମଧୁର ଗୁଞ୍ଜନରେ ଉଚ୍ଚାଟିତ ପୁଷ୍ପର ଉତ୍ତେଜନାକୁ ପ୍ରଶମିତ କରି ଆଶ୍ୱସ୍ତ ହୁଏ ପୁଣି ପରମ ପ୍ରଶାନ୍ତିରେ
ମାତେ, କଣ ତମର ଦୁଃଖ ? ଫେଡ଼ି କୁହ । ଦୁଃଖ ତୁମର ନିଶ୍ଚୟ ଲାଘବ ହେବ ।
ଡାଏରୀଟା ପଢ଼ିସାରି ଜିତେନ୍ ଆଖି କୋଣରେ ଲୁହ ଜକେଇ ଆସିଲା ।
ତେବେ କାହିଁକି ଏ ଦର୍ପ ଦମନୀୟତା କାହିଁକି ଏ ଅହଂ ପ୍ରତି କ୍ଷେତ୍ରରେ ପ୍ରତିଯୋଗୀତା ଆଉ ହାରିଯିବାର ଭୟ କେଉଁ ବିଶେଷ କଥାକୁ ଧରିବସିଛି ମଣିଷ ତାର ଚେତନାରେ ଏଇ...
ସୁମିର ମୁହଁଟା ଲାଲ୍ ହେଇ ଆସିଲା । ସେ ଦୀପଙ୍କର ଆଖିକୁ ଠିକ୍ ଭାବରେ ଚାହିଁ ପାରିଲା ନାହିଁ । ଚୋର ଧରା ପଡ଼ିଗଲା ପରି ତାର ପାଟି ଖନି...
ଆପଣଙ୍କ ମତାମତ