କେମିତି କଟିବ ଏକେଲା ଜୀବନ ନୀରବତା ଭରା ଛାଇ , ସାଥୀ ବିନା ଏଇ ନିରୋଳା ରସ୍ତାଟା କରିଦିଏ ମନ ବାଇ.....
କାଣିଚାଏ ତୋର କୈବଲ୍ୟ କଣିକା ମୁକତି ପାଇବି ମୁହିଁ କାଳିଆ ତୁ ମୋର ପରାଣ ଧନରେ ତୋପରି ଠାକୁର କାହିଁ ।
ସୁଖ ଦୁଃଖ ସବୁ ଜୀବନ ମନ୍ତ୍ରଣା ଆଖିର ଚାହାଣୀ କହେ ମନର କଷଟି ନିଆଁରେ ଆଉଟା ଚମକେ ଆଖିର ଲୁହେ ।।
ଭଂଗା ମନ ଧରି ଜୀବନ ନଉକା ବଢି ବଢି ଯାଏ ଆଗେ ।। ୧ ।।
ଆନର ଗୁଛି ଛେଦବୁ ବଲି କୁଡବୁ ଯଦି ରେ ଗାତ ନିଜେ ଢୁକବୁ ହେଜବୁ ବାବୁ ହେଇ କେ ଉଦୁରମାତ ।
ନୁଖୋ କାମ୍ କରି ପାଏସୁ ଯାହା ବି ମାନ୍ ସନମାନ୍ ଯେତେ ମୁନୁଷ୍ ସମାଜ୍ ଆଦରେ ଦେସି ଯେ ଗୁଣ୍ ଗଉରବ୍ ତତେ ।
ଦୁଖର ବୋଝଟା ଲେସି ହେଇଥିସି ଆଏଁଖ ଦେଉଥିସି କହି ମନର ଭିତର ଦୁଖର ଗୁମକା ଲହେ ନ ଯାଉଥିସି ବହି ।
ତୁମ ଉପରେ ମୋର ଅମାପ ଅଗାଧ ବିଶ୍ୱାସ; ଏ ସବୁ କେହି ଜାଣନ୍ତିନି କେହି ଦେଖିନ୍ତି ନି ।
ହେନତା ତୋର ମନର ମାଏଟ୍ କେ ଥୁପେ ଥୁପେ ଭଲ କଥାଥି ଭିଜେଇ ଦେ, ଦେଖବୁ ପେରେମଭାବ ତୋର ମନେ ଭରିଯିବା,
ଖରାପ କଥା ଚକମକିଆ ହସିଁ ଖାଇବାର ଲିଆ, ଟଣ୍ଟି ଭିତରେ ସରକଟବା ଆଏଁଖ ହୋବା ଯେ ଠିଆ ।।
ଆପଣଙ୍କ ମତାମତ