କବିତା

ଭଲ ଆଉର୍ ଖରାପ

Ashutosh Meher's odia poem Bhal Aaur Kharaap

ଖରାପ କଥା ଚକମକିଆ
ହସିଁ ଖାଇବାର ଲିଆ,
ଟଣ୍ଟି ଭିତରେ ସରକଟବା
ଆଏଁଖ ହୋବା ଯେ ଠିଆ ।।

ଭଲ ଆଉର୍ ଖରାପ

ଭଲର କଥା ଶୁନଲେ ପୁତା
ଲାଗସି ପିତା ପହେଲା,
ହେଲେ ମାନଲେ ଭଲ ଫଲସି
କଟସି ସବ ଝମେଲା ।।

ଖରାପ କଥା ଚକମକିଆ
ହସିଁ ଖାଇବାର ଲିଆ,
ଟଣ୍ଟି ଭିତରେ ସରକଟବା
ଆଏଁଖ ହୋବା ଯେ ଠିଆ ।।

ତହିଁକି ଥିବୁ ବାବୁରେ ହେଜି
ଭଲ କେନଟା ଖରାପ
ଆଏଁଖ ଖୁଲି ବିଚାରି ନେବୁ
କରି ହିସାବ ନିସାପ ।।

ଭଲଟା ଭଲ ଫୁଟସି ଖୁଲି
ମହକ ଫୁଲର ବାସ,
ଖରାପ କାମ ନିଜର ବାଟେ
ହେଇ ଯାଏସି ଯେ ନାଶ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top