ପରମାଣୁ ବୋମା ଦୌଡ଼ରେ କେବଳ ମାନବବାଦିର କ୍ଷତି ଏଭଳି କର୍ମରେ ବେନିଜନେ ପୀଡ଼ା ପ୍ରମେୟ ଚାଣକ୍ୟନିତି
ଭିଡ଼ିଓ ସିଡ଼ିରେ ନାକଟି ଛୋଟିଆ ପେଟଟି ଦିଶୁଛି ବଡ଼ ରଙ୍ଗ ଢ଼ାଞ୍ଚା ସ୍ୱର ମିଶି ଯାଏ ବୋଲି ବିରୋଧି ଦେଖାନ୍ତି ତୋଡ଼
ମନମୋର ଯିବା ଆମେ ସେ ଆଲୋକର ଦେଶେ ଜନ୍ମ ଦାତ୍ରୀ ମୋ ମା ର ପାଶେ ଟିକେ ଥୟଧର ।।
ମୋ ଜୀବନର ଯେତେସବୁ ଜଟିଳ ଗଣିତ, ପାଇବାକୁ ଦୁଃଖ, ଦୁର୍ଦ୍ଦଶା ଆଉ ଯନ୍ତ୍ରଣାର ସଠିକ୍ ଉତ୍ତର !
ଆଜିର ଶିଶୁ କାଲିର ଭବିଷ୍ୟତ ମନେଆଣି ଦିଅ, ତାଙ୍କ ହରସ ତାଙ୍କ ଚଲାପଥ କର କୁସୁମିତ ନବବର୍ଷ ହେଉ ତାଙ୍କର ଆଶିଷ ।
ମଶାଣି ପଦାର ମ୍ୟୁଜିୟମ ସାରା ଦୁନିଆଁଟା ମୃତ୍ୟୁପରି ଅନ୍ଧକାର
ଚାରିଆଡ଼ ଅଜବ ଲାଗେ, ମନଟା ଜାଗ୍ରତ ହୋଇ ମଧ୍ୟ ପୁଣି ଶୁପ୍ତ ହୋଇଯା' । ଏଇ ମାୟା ଜାଲ ମଝିରେ ।
ତମେ ମାନ କି ନ ମାନ, କାଲି ରାତିରେ ଜନ୍ମ ନେଇଛି ସେହି ଦେବଶିଶୁ- ସକଳ ଆଦେଶକୁ ଉପେକ୍ଷା କରି ।
ତମେ କଡ଼ ଲେଉଟେଇଲ ମୁଁ ନିଜକୁ ନିଜେ ଡରି ସେଇ ପାଖରେ ବସିଥିଲି ତୁମେ ଉଠିଲ ଆଉ ଟିକେ ପରେ ତୁମେ ଶୋଇଗଲ
ଲୁହର ଗଙ୍ଗା ଯମୁନାର ସୁଅ ବହେ ନିତି ନୂଆ ଲୁହ ସେ ସୁଅରେ ମିଶୁଥାଏ ତଥାପି ନାହିଁ ମୋ ଅବଶୋଷ କିଛି ମାନି ନାହିଁ ପରାଜୟ !
ଆପଣଙ୍କ ମତାମତ