ଘାଟ ତୁଠ ତ୍ରିବେଣୀଶ୍ୱର ହାଟ ଯେଉଁଠି ଗାରପଡ଼ିଚି ମାହାଙ୍ଗା ସେଇଠି ବିରୂପା ହେଇଚି ଜମୁନା ପାଣିର ବଂଶୀସ୍ୱନରେ
ଧନ ଥିଲେ ପ୍ରେମ ଯାଏ ଏଠି ମିଳି ଚରିତ୍ର ଗୁଣକୁ କିଏ ବା ପଚାରେ ସେ ଏଠି ପଙ୍କ ପରି ! !
ମୋ ଜୀବନ ଚଲାବାଟେ ଯାଇଛି ମୁଁ ଆଜି ହାରି ହାରିଲି ମୁଁ ଦୁଃଖ ନାହିଁ ଦୁଃଖ ଖାଲି ତୁମ ପାଇଁ ନିଜର ଭାବି ବିଶ୍ୱାସ କରିଥିଲି ମୁଁ ତୁମକୁ ମିଛ...
ଦିନଟା ଯାକର ଶ୍ରମ ପରେ କ୍ଳାନ୍ତିକୁ ନିଦ ମାଉସୀର କୋଳରେ ଶୁଆଇ ଶାନ୍ତିରେ ନିଶ୍ୱାସ ନିଏ ମାନବ ଜଗତ, ଘଣଘଣ ଗର୍ଜନେ ନିଶା ଗରଜି ଉଠି ସର୍ବସ୍ୱ ଗ୍ରାସ କରେ...
କେମିତି ବୁଝାଇବି କହ ପର୍ବତର ନିରବତା:- ନଈପଠାର ନିର୍ଜନତା କଦମ୍ୱ ମୂଳର ଗମ୍ଭୀରତା କାଶତଣ୍ଡୀର ପ୍ରସନ୍ନତା. . . !
ତମେ ରହିବା ନ ରହିବାରେ ଫରକ୍ ପଡ଼ିବନି ଭଲ ପାଇବା, ଝୁରି ହେବାରେ ଅସତ୍ୟ ଲାଗିଲେ ତୁମକୁ ମୋ ପ୍ରେମ ଦୁର୍ବଳ ଧରିନେବ ତମ ସମ୍ପର୍କରେ । ରହିବନି ପାଖେ...
ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା ଯେତେ ଦିନ ଯାଏ ଥିବ ଯାହା ହେଉ ପଛେ ମଣିଷ ଅନ୍ତରେ ପ୍ରେମ ଗଙ୍ଗା ଝରୁଥିବ ।
ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ନୟନର ବାଡ଼ବନ୍ଧ ଡେଇଁ ବହି ଆସେ ଅଶ୍ରୁ ସ୍ରୋତ, ବାହୁନି ବାହୁନି କାନ୍ଦୁଥିବ, ଓଠ ଦୁଇକୁ ତୁନି କରିବା ଯାଏ ।
ସେଦିନ ସବୁ ଟୁପୁଟାପ୍ ହେଉଥିଲେ ଆମ ତେଲ ଲୁଣର ସଂସାର କେତେ ସୁଖରେ ଚଳୁଥିଲା କୁଆଡୁ ଆସିଲା ଏ ନିଉଛଣା ଦିନ ସବୁ ସାରିଦେଲା ହଟହଟା କଲା. . .
ଆପଣଙ୍କ ମତାମତ