ଆଧ୍ୟାତ୍ମିକ ଶକ୍ତି ବିଦ୍ୟୁତ ଚୁମ୍ୱକ ଆପେ ଲୋକେ ପାଇଥାନ୍ତି, ନିରାମିଶ ଖାଦ୍ୟ ଶାନ୍ତ ଆଚରଣ ଦେହେ ଶକ୍ତି ଭରିଥାନ୍ତି ।
ଧାଇଁଲି ମୁଁ ଦେବତାର ପାଶେ ଧଡ଼ କରି କବାଟ ଟା ଖୋଲିଦେଲି ଦେବତା ଟା ପିଶାଚ ପରି ଜିଭ ଲହଲହ କରି ଟାଣି ନେଲା ମୋତେ ରକ୍ତ ଶୋଷିବାକୁ ।
ଭୟ ଅଟେ ଜୀବନର ଏକ ଅଭୂଲା ଉପହାର ଯିଏ ବୁଝିପାରେ ସିଏ ଗଢେ ନିଜଭାଗ୍ୟର ଗାର [୫]
ମୋହ କି ଜଣା ମୋତେ ଲୋଭ ଅଜଣା କିବା ତ୍ୟାଗ କିବା ଆଶା ଭରା ଯନ୍ତ୍ରଣା ଗର୍ବ ଅହଂକାରୁ ଉର୍ଦ୍ଧ୍ଵ ତୁମ ପାଇଁ ଚାତକନା ଚାଲୁଛି ଚାଲିବି ସାଥି ଏ...
ନା ଯିବି ନିର୍ଦୋଷରେ ଖଲାସ ହୋଇ ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ
ଆଦ୍ୟାଶକ୍ତି ମାଁ ଦୂରୁଗାଙ୍କୁ ଲୋକେ ମାନନ୍ତି ପବିତ୍ର ମନେ, ମହିଷାସୁର ଓ ଦୁଷ୍ଟ ଦଶାନନ ମରିଥିଲେ ଏହି ଦିନେ ।
ସମ୍ପର୍କରର ନୂଆ ନୂଆ ଖିଅ ବୁଣେ ବୁଢିଆଣି ଏପାରିରୁ ସେପାରିକୁ କେତେ ପ୍ରଯତ୍ନେ ।
ସମୟର ଭାର ଆଉ ଜୀବନର ଜଞ୍ଜାଳ ସତେ କଣ ଏତେ ଭାରାକ୍ରାନ୍ତ ହେଲା , ଏମିତି ବଦଳି ଯାଇ ... କି ଯଶ ଖ୍ୟାତି ଅରଜିବ ହୋ !!!
ନୂଆଁଖାଇଠାରୁ ବାସି ତିଆସି ତା'ପର ପରର ଦିନ, ବଳିଯାଇଥିବା ଖାଦ୍ୟ ଆକଣ୍ଠ ଖାଇଥାଏ ରାତିଦିନ ।
ବାରଶତ ସିଂହର ବୁଦ୍ଦୁ ତା'ର ବାରଶତ ସୂର୍ଯ୍ୟର ତା'ର ଶୌର୍ଯ୍ୟ, ବାରଶତ କୋଣାର୍କର ଧର୍ମପଦ ସେ, ବାର ବରଷର ବାଜି ରାଉତ ।
ଆପଣଙ୍କ ମତାମତ