ଜୀବନ ର ପ୍ରତି ଟି ମୂହୂର୍ତ୍ତ ବଦଳିଯାଏ “ହଁ” ଆଉ “ନା” ର କରାଳ ଛାୟାରେ , ପ୍ରତି ଟି ଅବଶୋଷ ଲୀନ ହୋଇଯାଏ “ହଁ” –“ନା” ର ବିରାଟ...
ନାହିଁ ତୋଟାମାଳ କିଆ ଗୋହିରୀ ଲୋକ ନାହିଁ ନଦୀ କୁଳୁ ସ୍ୱନ ବାଉଁଶ ବଣରୁ ଶୁଭୁନାହିଁ ଆଉ କୁଆ କୋଇଲୀ ଗୁଞ୍ଜନ ଗାଁ ଚଉପାଢ଼ୀ ପଡ଼ିଅଛି ଖାଲି ଜୀବନ ଯୁଦ୍ଧରେ...
ଦେଖିବାକୁ ବାକି ଅଛି କେଉଁଦିନ ଟେଣ୍ଡର ପଡ଼ିବ ପବନ, ଗଛ, ଛାଇ, ଗାଁ ନଈ ଏସବୁ ଧରିନେବେ ବିଦେଶୀ ସ୍ୱଦେଶୀ ହତବାକ୍, ଗାଁ ମାଟି, ମା' ଭାଇ ସେତେବେଳେ ।
ଆରମ୍ଭ ହିଁ ଶେଷ ଦିନ ହୁଏ ସୈତାନି ଇଚ୍ଛାରେ କାହାର ଜୀବନ ସଳଖ ପଥରେ ସଜ୍ଜା ଥାଏ ମୃତ୍ୟୁର ଗୋପନ ଅଭିସାର ।
ମହୁ ପିଇବାର ଫିକ୍ ଫିକ୍ ଖୁସି କି ଲିମ୍ୱ ଚାଖିବାର ତିକ୍ତ ଭ୍ରୁକୁଞ୍ଚନ ସ୍ୱାଦ ସମଗ୍ରର ଏକକ ଏକାଂକ୍ଷିକା ପରୀକ୍ଷା, ପରଖି ନେବାର ପରମ ପରିତୃପ୍ତି !
ସମାଜରେ ସଇତାନ୍ ପରି ଲାପ୍ଟପ୍ରେ ଭାଇରସ୍ ପରି ପୋଡ଼ି ହୋଇ ଛଟପଟ୍ ହେଉଥାନ୍ତି ସବୁ ମୁହୂର୍ତ୍ତରେ ।।
କେତେ ଶତୃ କେତେ ବାଧା ସାମନା କରିଛି ଯଦି ପଳାୟନ ପନ୍ଥି ହୋଇ ଯାଇଛନ୍ତି ଫେରି ସତ୍ୟନିଷ୍ଠା ଏକାଗ୍ରତା ପରିଶ୍ରମ ଶ୍ରଦ୍ଧା ମୋର ମୋ ଚାଲିବା ପଥେ ଚାଲିଛନ୍ତି ହାତ...
ଖେଳାଉ ଥାଏ ନାରୀର ମୁହଁ ଉଦାସ ତଥାପି ସେ କରୁଥାଏ ଅଟ୍ଟହାସ୍ୟ ତା' ଭିତରର ଏ ଗର୍ଜନ
କି ଗୀତ ଗାଇବି ଯେ, ପକ୍ଷୀର କାକଳିରେ ଝରି ପଡୁଛି ଅସରା ସଂଗୀତ ।।
ଅଜବ ପାଲଟିଯାଏ ଏ ସଂସାରଟା ମୋ ଲାଗି ମୁହୂର୍ତ୍ତ ମଧ୍ୟରେ ଏକଡ଼ ସେକଡ଼ ହୋଇ ଝଞ୍ଜାର ବତାସୀଟା ମାଡ଼ିଦିଏ ମୋତେ ଅନ୍ଧାରରେ ।
ଆପଣଙ୍କ ମତାମତ