ଶିପ ଟିଏ ଜାଣ ଦିଏ ତା ପରାଣ ମୋତିର ଜନମ ପାଇଁ ମୋତି ଟିଏ ମୁଁଇ ମୋର ମୃତ୍ୟୁ ପାଇଁ ମା' ତୁ ପାଞ୍ଚୁ କି ପାଇଁ ?
ସଂସାର ଆଘାତ କ୍ଷତ ବିକ୍ଷତ , ଦେହ ସାରା ମୋର ପାପର ଘା' ଭଣ ଭଣ ମାଛି ରକ୍ତ ପିଉଛନ୍ତି ଲେସି ଦେ ଲୋ ମା ପୂର୍ଣ୍ଣ ଚନ୍ଦନ ଜୀବନ...
ଦେଖା ଆଉ ନାହିଁ ସମ୍ୱଲପୁରୀ, ଅବା ବ୍ରହ୍ମପୁର ପାଟ, ଅନ୍ୟ ଦେଖାଦେଖି ବିଦେଶୀ ଫେସନ ଖୋଲି ଦେଇଅଛି ବାଟ ।
ମନକୁ ତୁମର ବୁଝିବାକୁ ଯାଇ ଅବୁଝା ମୁଁ ହୋଇ ଗଲି, ହୃଦୟକୁ ତୁମ ଖୋଜିବାକୁ ଯାଇ ନିଜକୁ ହଜାଇ ଦେଲି ।
ଅବାରିତ ବର୍ଷା ଅସ୍ତବ୍ୟସ୍ତ ଚାରିଦିଗ ଅଟକି ଯାଇଚି ବଞ୍ଚିବାର ସ୍ରୋତ ବାସିଯାଇଚି ଭାତ-ଲୁଣ, ଜୀବନର ଭାଷା ଅବାରିତ ବର୍ଷା ଜଳମଗ୍ନ ଗୋଟା ଇଲାକା !
କାହିଁକି ଧ୍ୱଂସ ଆଜି ? ଏ ଦେଶର ମହାନତା ପ୍ରତିଠାରେ ଦିଶିଯାଏ ସିନା, ୟା'ର ନଗ୍ନତା !
ତା'ପାଇଁ ସିଂହାସନ ଯାହା ମାଟିଗଦା ତାହା ବିଚରା ଭୋଜରାଜର ସମସ୍ତ ପିପାସା
ଶିଶୁଟିଏ ଠାରୁ ତେବେ ସେ ଶିଶୁ ହତ୍ୟା ଦୋଷରୁ ବଞ୍ଚିଗଲା ସେ ନିଜ ଶରୀରର ବଳ ପ୍ରୟୋଗରୁ ବଞ୍ଚିଗଲା କିନ୍ତୁ ସେ ହାର ମାନି ନାହିଁ ଶିଶୁଟିର ନିଶ୍ଚଳ ଚରିତ୍ର...
ଦେଇଥିବା କଥା ଭୁଲିଯାଇପାରେ କେହି ଶୁଣିଥିବା କଥା କିଏ ଭୁଲିପାରେ ନାହିଁ ଜଳାଏ ମନକୁ ସ୍ମୃତି ତା'ର ନିଶିଦିନେ !
ମୀନାକରା କାକରର ରଙ୍ଗିନ୍ ତ୍ୱରଣ ବାସ୍ନା ଭର୍ତ୍ତି ଫୁଲଙ୍କର ଅପୂର୍ବ ମେଲଣ ନିଆରା ଅନୁଭବ ଆହା
ଆପଣଙ୍କ ମତାମତ