ନିରସ୍ତ୍ର ଅଭିମନ୍ୟୁର କାକୁସ୍ଥ କାନ୍ଦଣା ସିନା ଭେଦିପାରିଲାନି ଚକ୍ରବ୍ୟୁହର ବାହୁଡା ବାଟ ; କିନ୍ତୁ, ପାରିଲ କି ସାମନା କରି ? ମହାବଳୀ ଭୀମର ବୁକୁଫଟା ରଡ଼ି ଆଉ ଅପକଟୀ...
ଯମୁନାକୁ ଯିବା ବାଟରେ ପାଣି ମାଠିଆ ଫାଟିବାର ଦୃଶ୍ୟ ଆଉ ଲେଖିହେବନି କବିତାରେ । ନଈକୁ ଖୋଳି ଖୋଳି ପାଣି ଆଞ୍ଜୁଳାକୁ ଲୁହ ଆଞ୍ଜୁଳେ ପାଣି କାହିଁ ଯେ ?
ଲକ୍ଷ୍ମୀ, ଲୋକମାତା, ଇନ୍ଦିରା, କମଳା, ପଦ୍ମା,ରମା,ପଦ୍ମାଳୟା ଆଉ ତିନି ନାମ ଶ୍ରୀହରିପ୍ରିୟା, ମା ତଥା କ୍ଷୀରାବ୍ଧିତନୟା ।
ସେହି ଅଦିନିଆ ବର୍ଷା ରାତ୍ରୀର ସ୍ମୃତିକୁ, ଯେକେହିବି ଏତେ ସହଜରେ ଭୁଲି ନ ପାରେ ଦୁର୍ଗମ ଜଙ୍ଗଲର ବୃକ୍ଷଲତା ବି ନିଜର ଗ୍ଳାନିକୁ, ପ୍ରକାଶ କରିବାକୁ ବର୍ଷାର ସାହାରା ନେଇଛି...
ଯୌନପିଶାଚଙ୍କ ଅନିର୍ବାପିତ କାମନାର ନିଆଁରେ ସ୍ୱର୍ଗଦ୍ୱାରେ ହୁତୁ ହୁତୁ ହୋଇ ଜଳିଗଲା ସୁଜାତାର ଜୀବନ ଜୁଇ । ନାରୀ ସୁରକ୍ଷା ଆଉ ସଶକ୍ତିକରଣର ଡେଙ୍ଗୁରା ପିଟୁଥିବା, ଏଇ ଆମ ସର୍କାର....
ନଇଁ ଆସେ ଆଖିପତା ଅନ୍ତତଃ କ୍ଳାନ୍ତିରେ ଧୂସରିତ ବିଷାଦିତ ସନ୍ଧ୍ୟା ବାଲୁଚରେ ପାଗଭିଡ଼େ ଏଠି ପୁଣି ନଷ୍ଟ ଅପରାହ୍ଣ ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।
ସପନ ଜଗାଇବାର ଅଭୀପ୍ସା ସପନରେ ହଜିଯାଏ, ଖୁସିରେ ମସ୍ଗୁଲ୍ ହେବାର ନିଶା ଭାବନାରେ ରହିଯାଏ ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ ଥାପିବାକୁ ପ୍ରତିଛବି ତା'ର ।
ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ ଗହଳିରୁ ଖୋଜୁଛି ମୁଁ ତୋରି ରୂପ ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।
ଅଚାନକ ତାକୁ ଶୁଭିଲା ଏକ ମନ୍ଦ୍ର ମଧୁର ସ୍ୱର କାନରେ ଢାଳି ହୋଇଗଲା ଅମୃତର ଧାର ।
ତୁମେ ବିଦେଶ ଚାଲିଗଲା ପରେ ଫିକା ପଡ଼ିଆସିଲାଣି ଗଲାଦିନର ସ୍ୱପ୍ନ ଜୀବନରେ ମୋର ଖାଲି ନିଃସଙ୍ଗତା ତୁମ ପ୍ରତୀକ୍ଷାରେ ଅସରନ୍ତି ମୋର ଦିନ ଅମାବାସ୍ୟା ଆକାଶରେ ଖୋଜୁଛି ମୁଁ ଜହ୍ନ...
ଆପଣଙ୍କ ମତାମତ