ମୋତେ ଗରମ ବିଛଣାରୁ ଟେକି ଆଣି କିଟିକିଟିଆ ଅନ୍ଧାରକୁ ଆଙ୍ଗୁଳି ଦେଖେଇ କହନ୍ତି "ଖାଇଦେ, ନ ହେଲେ ଠିକ୍ ଅଧା ରାତିରେ ଅନ୍ଧାର ଘୁଡୁଘୁଡ଼ି ଆସିବ ତୋ ଖାଲି ପେଟରେ...
ନାହିଁ କେ ଆନ ତୋ ଠାରୁ ବଳି ତୋ ସଙ୍ଗ ସୁଖ ପାରେନି କଳି
କୁଆଁରୀ ଫସଲ ବିଧି ବିଞ୍ଚିଦିଏ ମୋ ମନରେ ବିଚିତ୍ର କାଉଁରୀ ତାଳ ବଣ ସରହଦରେ ଜହ୍ନ ଧାଡ଼ି ଧାଡ଼ି ଗୁଆ ଗଛ
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
ଆଉ ମୋର ପିଲାଦିନର ଚପଳାମି ସବୁ ଆପଣାର କରିନେଇଥିବା ସ୍ନେହବୋଳା ଗାଁ. . . ଯେଉଁ ଗାଁରେ ଝରଣାଟି
ଆଖିରୁ ପ୍ରଲମ୍ୱିତ ଅସୁମାରୀ ତାରା ବ୍ୟାପି ସ୍ୱପ୍ନର ଆକାଶରୁ ପାହାଡ଼ର ଏ ଜଙ୍ଗଲ ବେଶ ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି ଇନ୍ଦ୍ରଜାଲ, ଏ ଭୋକ ।
ଆମ ଗାଁ ଦୀନା ଗୋସାଇଁ ଏବେ ଆଉ ନଇଁ ନଇଁ କାଟୁ ନାହିଁ ଧାନ ଦି'ଟଙ୍କିଆ ଚାଉଳ ମିଳିବା ଦିନୁ ଛାଡ଼ି ଦେଲାଣି ଧାନଚାଷ ।
ଝୁପୁରୁ ଝୁପୁରୁ ବରଷା ଝରେ ବାଦଲ ଛାତି ଚିରି । ପୂବେଇ କୋଣୁ ଶୀତଳ ବାଆ ବହୁଛି ଶିରି ଶିରି ।।
ଯେଉଁଠି ସଳଖି ଠିଆ ହୋଇପାରିବାର ଦମ୍ଭ ଖୋଜୁଥିଲି ସେଇଟା ଥିଲା ଚୋରାବାଲି !
ଆପଣଙ୍କ ମତାମତ