ତଳେ ମାଟି ଉପରେ ଆକାଶ ସଭିଙ୍କର ଅଛି ମୋର ବି , ଜୀବନେ ଇଚ୍ଛା ପୁଣି ଅବଶୋଷ ସଭିଙ୍କର ଅଛି ମୋର ବି ।
ସ୍ୱାଧୀନତା ଆମ ଜନ୍ମ ଅଧିକାର ଏ କଥା ଶୁଣିବାକୁ ଭଲ ଲାଗେ କିନ୍ତୁ ପରାଧୀନ ନ ହେଲେ ଏ କଥା ର ମୂଲ୍ୟ ବୁଝା ପଡେ ନାହିଁ
କେମିତି ଅର୍ପିବି ବସ୍ତ୍ର ତୋହରି ଅଂଗରେ ଦେହ ଢାଂକିବାକୁ ନାହିଁ ଫୁଙ୍ଗୁଳା ଭାଗ୍ୟରେ ନୁଖୁରା ଚୁଟିକୁ ତେଲ ହିଁ ସପନ ତୋ' ଦେହ ଲାଗି କୁଂକୁମ ଚନ୍ଦନ, ନୁହେଁ କି...
ମାଆ ମନାସିଲା ପୁଅ ମୋର ଗଲେ ବିଦେଶକୁ ହେବ ଭଲ । ପଇସା କଉଡ଼ି ଅଭାବ ହେବନି ନାତିକୁ କରିବ ଗେଲ ।।
ଲାଜକୁ ସଜେଇ ଗହଣା ଟିଏ ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ।।(୨)
ଭଣ୍ଢେଇ ଖାଏ ଯେ ମିଛରେ, ସଭିଏଁ ପ୍ରଶଂସା କରନ୍ତି ତାହାର ଗୋଡେଇ ବୁଲନ୍ତି ପଛରେ ।।୨।।
ଚାହିଁଛି ତା ପଥ, କଥା ଦେଇ ଥିଲା, ଆସିବ ନିଦାଘ ଶେଷେ, କଳା ବାଦଲର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ, ନହୁଲି ବଧୁର ବେଶେ ।
ତୁମରି ଟିକିଏ ହସର, ସାତ ରଙ୍ଗି ଇନ୍ଦ୍ରଧନୁ ଛଟା, ରଙ୍ଗ ଭରି ଗଲା, ଏଇ ମୋର ନିସଙ୍ଗ ଜୀବନରେ ।
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
ଖରାପ କଥା ଚକମକିଆ ହସିଁ ଖାଇବାର ଲିଆ, ଟଣ୍ଟି ଭିତରେ ସରକଟବା ଆଏଁଖ ହୋବା ଯେ ଠିଆ ।।
ଆପଣଙ୍କ ମତାମତ