ମୁଁ ଭାବେ, ମୁଁ ତ ଭାଙ୍ଗିନି ତେବେ ଭାଙ୍ଗିଲା କିଏ ? ହୁଏତ କାଳ ପୁରୁଷ ଆସିଥିଲା ରାତିରେ ତା' ପ୍ରତିବିମ୍ୱ ଧରି ରଖିବାକୁ ଅସମର୍ଥ ହୋଇଥିବ ସେ ।
ସତରେ କଣ ଛିଡ଼ିପଡ଼ିଛି ଆକାଶ ନା ଧରାଯାଇଛି ରସାତଳକୁ ହାତଛଡ଼ା ହୋଇଛି କି ସମ୍ରାଟଙ୍କ ରାଜ୍ୟ ଶୁଖିଗଲା କି କ୍ଷୀରସାଗର ନା, ଫଣା ହଲେଇଳା ବାସୁକୀ ଖୋଲିଲେ କି ତୃତୀୟ...
ବର୍ଷା ଆସେ ଆରଣ୍ୟକ କ୍ଷୁଧା ନେଇ ମିଠା ମିଠା ଆଦିମ ତୃଷ୍ଣାରେ ଆନମନା ହୁଏ, ସ୍ମୃତି ଆଉ ଶୂନ୍ୟତାରେ ମୋତେ ଖୋଜି ହୁଏ ରାତ୍ରିର ବୟସ ବଢ଼େ ପ୍ରିୟା ମୋତେ...
ରାସ୍ତାର ଦେହ ଧୋଇ ଗାଧୋଇ ଦେଇ ସହରଟାକୁ ମେଘ ଫେରିଯାଏ ନୀଳ ଆକାଶକୁ !
ଆଉ ନୂଆ ନୂଆ ରଚନା ମିଛ ମିଛ ବାଲିଘର ହୋଇଛି ସତ ଘରକରଣା ତା'ର ପୃଥିବୀର ମାନଚିତ୍ର
କେତେ ରକମର ଚିଜ ଭଳିକି ଭଳି ସରକସ, ରେଳଗାଡ଼ି, ଚରିକି ଦୋଳି ବୁଲିବା ଘିରି ଘିରି, କିଣିବା ବେଲୁନ୍ ତୁରୀ ହରଷେ ସରସ ହୃଦ ହୋଇବ ପରା ।।
ଭାବର ଗୁରୁଗମ୍ଭୀର ଉଚ୍ଚାଟନ ସୀମା ସହ ସମ୍ମୋହନ ପ୍ରାଣ ସହ ପ୍ରତୀମାର ଶବ୍ଦ ସହ ସଂଳାପର
ଗୁଳି ଚଡ଼କରେ ଚହଲି ଯାଉଚି ଶୋଷଣର ପୂର୍ଣ୍ଣ କୁମ୍ଭ କାତିରି ଉଠୁଚି ଧଳାଧୋତି ଥର ଥର ବରଡ଼ାପତ୍ର ପଞ୍ଜାବୀର ଦାଢ଼ ।
ସେହି ଘରେ ଶୋଇଲେ ମୁଁ ସ୍ୱପ୍ନ ଦେଖେ ଘରେ କାଠ ନୁହଁ ଝୁଲୁଚି ଜେଜଙ୍କ ଅସ୍ଥିହାଡ଼, ମେରୁଦଣ୍ଡ ଏମିତି ସ୍ୱପ୍ନ କାହିଁକି ଦେଖେ ମୁହିଁ ? ମୋତେ ଲାଗେ ଏଇଠି...
ଆପଣଙ୍କ ମତାମତ