ଆକାଶ ପରି ନିବିଡ଼ ଫୁଲପରି ଆମାୟିକ ଭିଜାଭିଜା ନରମ ସକାଳ ।
ସୂଚ୍ୟଗ୍ରେ ମେଦିନୀ ଦେବି ନାହିଁ ବୋଲି କହିବାରୁ ଛିଡ଼ିଗଲା, କୌରବ କୂଳର ଯେତେ ସବୁ ଚେର ମୂଳ ।
ସେ ସଂଦେହର ଗୋଟେ ବିରାଟ ଧାନଗଦା ପୁଣି ପ୍ରେମର ଭାରତ ମହାସାଗର ସିଏ ନା ମୋ ମନରେ ଗୋଟେ କୋଟିଏରେ ଗୋଟିଏ ।
ହେ ଦେବଗଣ ! ଗଲା ସେ ଅମୃତ ତୁମ କଣ୍ଠରେ ବିଷ ପାନ କଲେ ନୀଳକଣ୍ଠ ଅସୁରେ ଗଲେ ଶିଶୁପାଳ ହୋଇ. . . ଆଉ ଆମେ ! !...
କେବେ ମାଡିଆସେ ବନ୍ୟାର ଆତଙ୍କ, କେବେ ମରୁଡିର ମାଡ । କରୁଣ ଚିତ୍କାର ଶୂନ୍ୟେ ହଜିଯାଏ ଭାଙ୍ଗିଯାଏ ମେରୁହାଡ ।
ମିଳନ ପ୍ରଥମ ସୋପାନ - ସମାଜରେ ବଞ୍ଚିବା ପାଇଁ ଗୋଷ୍ଠିରେ ମିଶିବା ପାଇଁ !
ଜଣା ପଡ଼େନି କେବେ, କେମିତି କିଏ ଜାଣେ କିଏ ଦାନ କରେ ପ୍ରତ୍ୟେକ ମୁହୂର୍ତ୍ତରେ କରିଦିଏ ଋଣୀ ଆପେ ଆପେ ଆସନ୍ତି
କ୍ଷୁଦ୍ର ମଧୁମକ୍ଷିକାଠୁ ବିଶ୍ୱକଲ୍ୟାଣର ମନ୍ତ୍ର ଶିଖିବାର ଉତ୍ସ୍ରକତା. . . ଅଗଣିତ ବିଭିନ୍ନତା ଭରା ପୃଥିବୀରେ
ବୁଝାଇଲେ ଅଜା ଶୁଣୁ ଆରେ କୁନା କରିଛୁ ଯଦି ତୁ ମନ କହୁଅଛି ତୋତେ କାରଣ ତାହାର ରଖିଥିବୁ ତୁହି ଧ୍ୟାନ ।
ତୋ ପାଇଁ କେତେସେ ମନ୍ଦିର ଯାଇଛି ଜାଳିଛି ତୋ ପାଇଁ ଦୀପ ଠାକୁରଙ୍କ ପାଖେ ଶୁଭ ମନାସୀ ସେ କରିଥିଲା କେଉଁ ପାପ ।
ଆପଣଙ୍କ ମତାମତ