ଅଭିମାନିନୀ ମୋ ବୁଝୁନାହିଁ କଥା ସକେଇ ହେଉଛି ବସି, ନାକଅଗେ ତ'ର ରାଗର ମହ୍ଲାର କ୍ରୋଧରେ ହାରିଛି ହସି ।
ଯଦିଓ ବାରଣ ତୁମକୁ ମୋ ଘରର ସବୁ ବାଟ ଘାଟ ତଥାପି ମୋ ଭରଷା ଅଛି ତୁମେ ଆସିବ ନିଶ୍ଚିତ (୨)
ତା' ଛୁଆ ମୁହଁ ଗୁଞ୍ଜିଚି ଛାତି ବୋତଲରେ କମ୍ପ୍ଲାନ୍ ପିଉଚି ତା' ଫଟାଗୋଇଠି ଢ଼ଳେଇ ରାସ୍ତାରୁ ଚଁ ଚଁ ତାତି ପିଉଚି ।
ମୋ ସୀମନ୍ତରେ ଭରିବାକୁ ବାଜି ଲଗାଇଛି ଯିଏ ଦାମ୍ପତ୍ୟ ବିଶ୍ୱାସ ଆପଣାକୁ ନ ଚିହ୍ନି ବାଉଳା ହେଉଥିବା ନିଶାଖୋର ପରି ମୁଁ ଭୂଆଁ ବୁଲାଇବାରେ ବି ଓସ୍ତାଦ୍ ।
ତେଣୁ .. ଆସଟିକେ ଭାବିବା ପ୍ରେମ କରିବା କି ନାହିଁ ।
ସାରା ଦିନ ଖଟି ଖଟି ମିଳୁନି ସମୟ ଅଝଟିଆ ଭାରି ଏଇ ତମ ଗେହ୍ଲା ପୁଅ ଲେଖେଇ ଦଉନି ଜମା ଯେତେ ବି କହୁଛି ।।
ହାତୀ ଦେବି, ଘୋଡ଼ା ଦେବି ସୁନାନାକି ବୋହୂ ଦେବି ଧନ, ଜନ, ଗୋପଲକ୍ଷ୍ମୀ କେତେ ଫୁଲ କେତେ ଯେ ମହକ ସବୁ ସୁଖ, ପ୍ରଚୁର ଐଶ୍ୱର୍ଯ୍ୟ ।
ସତେ ତା'ର ୟା' ଲାଗି ଦୁନିଆଁ ଆଜି ଏକ ଭସାବାଦଲ ।
ଏବକୁ ବୟସ ସତୁରୀ ପିତା: ଗୋଖେଇ, ଜାତି:- ଚଷା ବାସସ୍ଥାନ ନିଜିଗାଁ, ପଧାନ ପଡ଼ା ।
ସତ୍ୟ, ଦୟା, କ୍ଷମା, ସ୍ନେହ, ଅନୁରାଗ ଯେତକ ଗୁଣ ଅପାର ଗଢ଼ିଛନ୍ତି ବିହି, ସବୁ ଗୁଣ ଦେଇ ତଥାପି କାହିଁ ତୋ ଡର ?
ଆପଣଙ୍କ ମତାମତ